Breaking News

ସ୍ଵାମୀ ର ହେଲେନି କି ଦିଅର ହେଲେନି, କାହା ପାଇଁ ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧିବେ, କିଏ ଦେବ ସ୍ତ୍ରୀ ର ସ୍ଵିକୃତୀ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ଆମ ମାନ ଙ୍କ ବେଶ୍ ଗୁରୁତ୍ଵ ପୂର୍ଣ୍ଣ । ତେବେ ଏହି ସୋସିଆଲ ମିଡିଆ ରେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତେବେ କହିବାକୁ ଗଲେ ସୋସିଆଲ ମିଡିଆ ଆମ ମାନ ଙ୍କ ଏକ ଅଙ୍ଗ ହୋଇ ଯାଇଛି ।

ତାହେଲେ ବନ୍ଧୁଗଣ ଆମେ ମାନେ ଏହି ସୋସିଆଲ ମିଡ଼ିଆ ରେ ଅନେକ କିଛି ଜାଣିବାକୁ ପାଉଛୁ ଓ ଅନେକ ଭିଡିଓ ଦେଖିବାକୁ ପାଉଛୁ । ତେବେ ପ୍ରତ୍ୟେକ ଦିନ ଆମେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଖବର ଦେଖିବାକୁ ମିଳିଥାଏ ତେବେ ଆଜି ଆମେ ସେହି ଭଳି ଏକ ଖବର ବିଷୟ ରେ ଜାଣିବା ଯାହା ସବୁ ଖବର ଠାରୁ ଟିକେ ଭିନ୍ନ ଅଟେ ।

ଜଣେ ମହିଳା ଏଠି କାହାର ହେବେ ସ୍ବାମୀ ର ନା ଦିଅର ର , ତେବେ ସେ କାହା ପାଇଁ ସିନ୍ଦୂର ପିନ୍ଧିବେ ଶଙ୍ଖା ପିନ୍ଧିବେ ନିଜ ସ୍ବାମୀ ପାଇଁ ନା ଦିଅର ପାଇଁ । ତେବେ ବନ୍ଧୁଗଣ ଏହି ଖବର ଟି ଆପଣ ଙ୍କୁ ଅଡୁଆ ଲାଗୁଛି । କାରଣ ଜଣେ ପତ୍ନୀ ର ସବୁକିଛି ତାର ସ୍ବାମୀ କିନ୍ତୁ ଏଠି କଣ ପାଇଁ ଦିଅର ଙ୍କ କଥା ଆଲୋଚନା ହୋଇଛି ତାହା ଆଜି ଆମେ ଜାଣିବା ।


ତେବେ ବନ୍ଧୁଗଣ ଯଦି ଜଣେ ମହିଳା ଙ୍କ ସ୍ବାମୀ ପୁରୁଷ ପଣିଆ ପାଇଁ ଅସମର୍ଥ ଓ ତାହା ସହିତ ଶଶୁର ଘର ହ-ତା-ଦର କରନ୍ତି । ତେବେ ସେ ଏଠି ତାର କଷ୍ଟ କୁ ସେ କାହାକୁ କହିବ କା-ନ୍ଦି-ବା ଛଡା ଆଉ କରିବ ନାହିଁ ।ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ମହିଳା ଙ୍କ ବିଷୟ ରେ ଜାଣିବା ।

ତେବେ ଏହି ମହିଳା ଙ୍କ ନାମ ବନିତା ବେହେରା ବୟସ ୨୨ ବର୍ଷ , ତେବେ ତାଙ୍କ ଘର ଭଞ୍ଜ ନଗର ବାରୁଡା ଗ୍ରାମ ରେ ହୋଇଥିବା ସମୟ ରେ ବିବାହ କରିଥିଲେ ଖଡଭଗା ଗ୍ରାମ ରଣିରଞ୍ଜନ ଙ୍କୁ । ତେବେ ବନ୍ଧୁଗଣ ବିବାହ ମାତ୍ର ୧୦ ଦିନ ପରେ ସେ ଯାହା ଜାଣିଲେ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଯେ ସ୍ବାମୀ ପୁରୁଷ ପଣିଆ ପାଇଁ ଅସମର୍ଥ ।

ତେବେ ସେ ଏହା ଜାଣିବା।ପରେ ବାପ ଘର ଆସିବା ପ୍ରସ୍ତୁତ ହେଲେ କିନ୍ତୁ ଶାଶୂ କାମିନୀ ଲୋକ ଲ-ଜ୍ୟା ନ ହେବା ପାଇଁ ଦିଅର ସହିତ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ତେବେ ସେଥିପାଇଁ ଦିଅର ଜଣକ ନିଜ ଭାଉଜ ଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖିଥିଲେ । ତେବେ ବନ୍ଧୁଗଣ ବିବାହ ର ବର୍ଷ ହୋଇ ଯାଇଥିଲେ ମଧ୍ୟ ଶାଶୁ କାମିନୀ ଦିଅର ସହ ବିବାହ କରାଇ ନଥିଲେ ।

ବନିତା ଙ୍କୁ ନି-ର୍ଯା-ତ-ନା ଦେବା ଆରମ୍ଭ କରିଥିଲେ ଶଶୁର ଘର ଲୋକ । ତେବେ ବର୍ତ୍ତମାନ ବନିତା ଙ୍କୁ ସାହାର୍ଯ୍ୟ କରିବା ପାଇଁ ମହିଳା ସଂଘଠନ ଉପସ୍ଥିତ ହୋଇଛନ୍ତି , ତେବେ ଶଶୁର ଘର କୁ ଲୋକ ଙ୍କୁ ବହୁତ ବୁଝା ବୁଝି କରିବା ପରେ ବର୍ତ୍ତମାନ ସମୟ ରେ ସେ ବାଧ୍ୟ ହୋଇ ଅଭିଯୋଗ କରିଛନ୍ତି ॥

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *