Breaking News

ଅଭିନେତ୍ରୀ ବର୍ଷା (Varsha) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଫ୍ୟାନ, ଏବେ ରାଜ୍ୟସଭା କୁ ଯାଇ ଅନୁଭବଙ୍କୁ (Anubhav) ଟକ୍କର ଦେବେ – ଦେଖନ୍ତୁ

ଅଭିନେତ୍ରୀ ବର୍ଷା ଯିଏ କି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ଜଣାଶୁଣା ଅଭିନେତ୍ରୀ ଓ ସୁପରିଚିତ । ଅଭିନେତ୍ରି ବର୍ଷା ପ୍ରିୟଦର୍ଶନୀ ଙ୍କ ନିଜ ଅଭିନୟ ରେ ସମସ୍ତ ଙ୍କୁ ଝୁମେଇ ସାରିଛନ୍ତି ସେ ତାଙ୍କ ନିପୁଣ ଅଭିନୟ ରେ ସେ କହି ଦେଇଛନ୍ତି ସେ ବହୁତ୍ ସୁନ୍ଦର ଅଭିନୟ କରିଛନ୍ତି । ତେବେ ବର୍ଷା ବହୁତ ସୁପରହିଟ୍ ଚଳଚ୍ଚିତ୍ର ରେ କରିବା ସହ ସେ ବଙ୍ଗାଳି ଚଳଚ୍ଚିତ୍ର ଅଭିନୟ କରି ସାରିଛନ୍ତି ।

ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବର୍ଷା ଙ୍କ ଅଭିନୟ ବହୁତ ଭଲ ଲାଗେ । ହେଲେ ବର୍ଷା ଓ ଅନୁଭବ ଯୋଡି କୁ ସମସ୍ତେ ଅଧିକ ପସନ୍ଦ କରନ୍ତି । ବର୍ଷା ଓ ଅନୁଭବ ଙ୍କ ଯୋଡି କୁ ସମସ୍ତେ ଅଧିକ ଭଲ ପାଉ ଥିବାର ମଧ୍ୟ ଅଧିକ ନଜର ଆସି ଛନ୍ତି । ତେବେ ଅନୁଭବ ଓ ବର୍ଷା ଙ୍କ ପାରିବାରିକ ବିବାଦ ପାଇଁ ବହୁତ ଫ୍ୟାନ ମାନେ ଅସନ୍ତୁଷ୍ଟ୍ ଅଛନ୍ତି । ଅଧିକ ଦର୍ଶକ ମାନେ ଭାବୁଛନ୍ତି କି ଆଜି ନହେଲେ କାଲି କିମ୍ବା ବହୁତ ଶୀଘ୍ର ଅନୁଭବ ଓ ବର୍ଷା ଙ୍କ ବିବାଦ ସୁଧିରିବା ରେ ଲାଗିବ । କିନ୍ତୁ ଏବେ କିଛି ଅଲଗା ନଜର ରେ ଆସିଛି ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ରାଜ୍ୟସଭା ଯିବେ ଓ ବର୍ଷା ଦେବେ ଅନୁଭବ ଙ୍କୁ ଟକ୍କର । ବର୍ଷା ସୌଚାଳୟ କଥା କହୁଛନ୍ତି ଓ ନବୀନ ସରକାର ଙ୍କୁ ବଞ୍ଚାଉଛନ୍ତି । ନବୀନ ସାର ଙ୍କ ଫ୍ୟାନ ଏବେ ସେ ରାଜ୍ୟ ସଭା କୁ ଯିବା ପାଇଁ ମନ କଲେଣି । ସେ ମୋୖକା ମିଳିଲେ ଛାଡ଼ିବେ ନାହିଁ ନହେଲେ ସେ କିଛି କହିବେ ନାହିଁ ।

ଆଗକୁ ରାଜ୍ୟର ଚରୋଟି ରାଜ୍ୟସଭା ଆସନ ଖାଲି ହେବ । ପ୍ରସନ୍ନ ଆଚର୍ୟ୍ୟ , ସସ୍ମିନ୍ ପାତ୍ର ଓ ଭସ୍କର ରାଓ ଙ୍କ କାର୍ଯ୍ୟ କାଳ ଶେଷ ହୋଇ ସାରିଛି । କଟକ ର ମେୟର ନର୍ବାଚିତ ହେବା କାରଣ ରୁ ସୁବାସ ସିଂହର ନିଜ ରାଜ୍ୟ ସଦସ୍ୟ ପଦପି ରୁ ଇସ୍ତପା ଦେବେ । ତେବେ ସୁବାସ ସିଙ୍ଗ ଙ୍କ ବଦଳ ରେ ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ରାଜ୍ୟସଭା ପଠାଇବା ଲାଗି ସୋସିୟାଲ୍ ମିଡ଼ିଆ ରେ କ୍ୟାମ୍ପେନ ଆରମ୍ଭ ହୋଇ ସାରିଛି ।
କଟକ ଏମ ମ୍ପି ଆସନ କଟକ ରେ ରହୁ ବୋଲି କିଛି ଲୋକ ଲେଖିବା ଆରମ୍ଭ କରି ଦେଇଛି । ତା ଛାଡ ପୁରୀ ମାମଲା ରେ ଯେଉଁ ଭଳି ଭାବରେ ସୌଚଳାୟ କଥା ବର୍ଷା ଟୁଇଟ୍ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଯେଉଁ ଭଳି ଜବାବ ଦେଇଛନ୍ତି । ତାଙ୍କ ରାଜନୈତିକ ମହତ୍ବ ଅପେକ୍ଷା ନେଇ ଅଲୋଚନା ବହୁତ ଜୋର ଧରିଛି ।


ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ବର୍ଷା ଓ ଅଭିନେତା ଅନୁଭବ ଙ୍କ ପାରିବାରିକ ବିବାଦ ଏବେ ସୋସିୟାଲ୍ ମିଡ଼ିଆ ରୁ ଏବେ ରାଜନୀତି ଆସନ ରେ ଯାଇ ପହଁଞ୍ଚିଲାଣି । ତେବେ ଏହା ରାଜନୈତିକ ମୈଦାନ ରେ ପ୍ରତିଫଳିତ ହେବ । ସ୍ବାମି ଲୋକ ସଭା ରେ ଥିଲା ବେଳେ ରାଜ୍ୟ ସଭା ଯିବା ପାଇଁ କୁଆଡେ ମନ ବଳାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଏଥିପାଇଁ କୌଣସି ସୁଯୋଗ କୁ ହାତ ଛାଡ କରିବାକୁ ଚାହୁଁ ନାହାନ୍ତି ଅଭିନେତ୍ରି ବର୍ଷା ପ୍ରିୟଦର୍ଶନୀ ।

ଅନୁଭବ ମହାନ୍ତି ଦିଲ୍ଲୀ ଯାଇ ସାଂସଦ ହେବା ପରେ ଉଭୟ ଙ୍କ ଜୀବନ ରେ ବୈବାହିକ ତ୍ରିକ୍ତତା ଆରମ୍ଭ ହୋଇଥିଲା । ଜାଗୃତି ସ୍ଲୋଲା ନାମକ ଜଣେ ମହିଳା ସମ୍ବାଦିକ ଙ୍କ ସହିତ ଅନୁଭବ ବନ୍ଧୁତା ଆରମ୍ଭ ହୋଇ ଥିବାର ସୁଣିବାକୁ ମିଳି ଥିଲା । ଏବେ ସେହି ଦିଲ୍ଲୀ ଯାଇ ଅନୁଭବ ମହାନ୍ତି ଙ୍କୁ ପାନେ ଦେବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଯୋଜନା କରୁଥିବା ବୋଲି ସମସ୍ତେ ଆଲୋଚନା କରୁଛନ୍ତି । ସେଇଠି ପାଇଁ ସେ ଗତ ନିର୍ବାଚନ ରେ ବିଜେଡି ଲାଗି ପ୍ରଚାର କରିବା ସହିତ ନିଜକୁ ନବୀନ ପଟ୍ଟନାୟକ ଙ୍କ ବହୁତ ବଡ଼ ଫ୍ୟାନ ବୋଲି କହୁଥିବା ଲୋକ ମାନେ କୁହାକୁହି ହଉଥିବା ସହ ବର୍ଷା କହିଥିବାର ମଧ୍ୟ ନଜର ରେ ଆସିଛନ୍ତି ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *