ବର୍ତ୍ତମାନ ସମୟ ରେ ଆସିଗଲା ଏକ ଖୁସି ଖବର ଯାହା ଆପଣ ମାନେ ଜଣିଲା ପରେ ଆପଣ ମାନେ ମଧ୍ୟ ବହୁତ ଖୁସି ହେଇଯିବେ । ତେବେ ଲୋକପ୍ରିୟ ଅଭିନେତ୍ରୀ ବା ଖୁବ୍ ସୁ ପରିଚିତ ଅଭିନେତ୍ରୀ ଝିଲିକ୍ ଭାଟ୍ଟଚାର୍ଯ୍ୟ ଏବେ ମାଆ ହେବା କୁ ଯାଉଛନ୍ତି । ଏହରି ମଧ୍ୟ ରେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ର ସାଦ ଖିଆ ମଧ୍ୟ ସାରି ଯାଇଛି ।
ଏହା ଭିତ ରେ ସାଦ ଖିଆ ପାଟି କୁ କିଏ କିଏ ଆସିଥିଲେ ଏଠି ସହିତ ଏ ପାଟି ରେ ଝିଅ କିଭଳି ଭାବରେ ଏଞ୍ଜଏ କରିଥିଲେ ଆଉ ମସ୍ତି ମଜାକ କରିଥିଲେ ଜାଣିବା କୁ ହେଲେ ପ୍ରଥମେ ରୁ ସେ ଶେଷ ଯାଏଁ ଥିବା ସମ୍ପୁର୍ଣ୍ଣ ବିବରଣୀ ଟିକୁ ଭଲ ରେ ପଢନ୍ତୁ । ତେବେ ଯାଇ ଆପଣ ମାନେ ଠିକ ତଥ୍ୟ ଟିକୁ ଜାଣି ପାରିବେ ।
ତେବେ ଓଲିଓଡ୍ ଇଣ୍ଡଷ୍ଟ୍ରି ର ଜବରଦସ୍ତ ଆକ୍ଟର୍ ଝିଲିକ୍ ଭାଟ୍ଟଚାର୍ଯ୍ୟ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ 2013 ମସିହା ରେ ଓଲିଓଡ୍ ଇଣ୍ଡଷ୍ଟ୍ରି ରେ ଅଭିନୟ ଆରମ୍ଭ କରିଥିଲେ । ତାହେଲେ ଝିଲିକ୍ ଭାଟ୍ଟଚାର୍ଯ୍ୟ ହେଉଛନ୍ତି ଜଣେ ବଙ୍ଗାଳି ହିରୋଇନ୍ । ଝିଲିକ୍ ଭାଟ୍ଟଚାର୍ଯ୍ୟ 2013 ମସିହା ରେ ଓଡିଶା କୁ ଆସିଥିଲେ । ତାପରେ ସେ ଓଲିଓଡ୍ ଇଣ୍ଡଷ୍ଟ୍ରି ର ସମସ୍ତ ସୁପରହିଟ୍ ହିରୋ ଙ୍କ ସହ କାମ କରିଥିଲେ । ନିଜର ଅଭିନୟ କୁ ଜବରଦସ୍ତ କରି ଅଭିନୟ ମଧ୍ୟମ ରେ ସମସ୍ତ ଓଡିଶାବାସି ଦର୍ଶକ ମାନଙ୍କ ମନକୁ ସେ ଜିତି ନେଇ ଥିଲେ ।
ଏହା ପରେ ସେ ଓଡ଼ିଆ ଘର ର ବୋହୁ ମଧ୍ୟ ହୋଇ ଯାଇଛନ୍ତି । ଝିଲିକ୍ ଭାଟ୍ଟଚାର୍ଯ୍ୟ 2020 ମସିହା ମାର୍ଚ୍ଚ ମାସ ରେ ବିବାହ ବନ୍ଦନ ରେ ବାନ୍ଧି ହୋଇ ଥିଲେ । ଝିଲିକ୍ ଭାଟ୍ଟଚାର୍ଯ୍ୟ ପ୍ରୀତି ରଞ୍ଜନ ଦଳେଇ ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ତେବେ ପ୍ରୀତି ରଞ୍ଜନ ଘଡେଇ ଜଣେ ରାଜନେତା ଏହା ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଦୀର୍ଘ 2 ବର୍ଷ ତଳେ ଝିଲିକ୍ ଭାଟ୍ଟଚାର୍ଯ୍ୟ କୁ ବିବାହ୍ କରିଥିଲେ ପ୍ରୀତି ରଞ୍ଜନ ଘଡେଇ ।
ବର୍ତ୍ତମାନ ସମୟ ରେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ଘର କୁ ଆସି ଯାଇଛି ବହୁତ ବଡ଼ ଏକ ଖୁସି ଖବର । ତେବେ ମାଆ ହେବାକୁ ଯାଉଛନ୍ତି ଝିଲିକ୍ ଭାଟ୍ଟଚାର୍ଯ୍ୟ । ଆଉ ଏହରି ମଧ୍ୟ ରେ 7 ମାସ ସମୟ ବିତି ଯାଇଛି । ଆଉ ଏହାରି ଭୀତ ରେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ର ସାଦ ଖିଆ ମଧ୍ୟ ସରି ଯାଇଛି । ଅଭିନେତ୍ରୀ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ସାଦ ଖିଆ ରେ ବହୁତ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେଲିବ୍ରିଟି ମାନେ ମଧ୍ୟ ଆସିବାରେ ନଜର ଆସିଥଲେ । ଆଉ ଏହି ସାଦ ଖିଆ ପାଟି ରେ ଅଭିନେତ୍ରୀ ଝିଲିକ୍ ଭାଟ୍ଟଚାର୍ଯ୍ୟ ବହୁତ ଏଞ୍ଜାଇମ କରିଥିବାର ନଜର ଆସିଥିଲେ ।
ତାହେଲେ ଝିଲିକ୍ ଭାଟ୍ଟଚାର୍ଯ୍ୟ ମାଆ ହେବା ଖୁସି ରେ ସମସ୍ତ ଓଲିଓଡ୍ ଇଣ୍ଡଷ୍ଟ୍ରି ର ସେଲିବ୍ରିଟି ମାନେ ତାଙ୍କୁ ବହୁତ ସାରା ଅଭିନନ୍ଦନ ଜଣେଇ ଥିଲେ । ବର୍ତ୍ତମାନ ସମୟ ରେ ଝିଲିକ୍ ଭାଟ୍ଟଚାର୍ଯ୍ୟ ନିଜ ମାଆ ହେବା କଥାରେ ବହୁତ ଅଧିକ ଖୋସି ଥିଲେ ଆଉ ନିଜ ସାଦ ଖିଆ ପାଟି ରେ ବହୁତ ମଜ୍ଜା ମସ୍ତି କରିଥିବାର ନଜର ଆସିଥିଲେ ଝିଲିକ୍ ଭାଟ୍ଟଚାର୍ଯ୍ୟ । ତେବେ ବନ୍ଧୁଗଣ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜବରଦସ୍ତୀ ନାୟିକା ଝିଲିକ୍ ଭାଟ୍ଟଚାର୍ଯ୍ୟ ବହୁତ ସୁନ୍ଦର ଲାଗୁଛନ୍ତି ଓ ସେ ବହୁତ ଖୁସି ରହିବାର ନଜର ଆସିଥିଲେ ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।