Breaking News

ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା, ଅନୁଭବ ବର୍ଷା (Anubhav Varsha) ଭାଙ୍ଗିଥିବା ସଂସାର ମହାପ୍ରଭୁଙ୍କ ପାଇଁ ଯୋଡି ହେଲା!- ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଭିତରେ ବହୁତ୍ ଦିନ ହେଲା ବିବାଦ ସୃଷ୍ଟି ହୋଇଛି । ତେବେ ବିବାଦ ଟି କୋର୍ଟ ରହିବା ସହିତ ଉଭୟ ଙ୍କ ଆକ୍ଷେପ ଓ ପ୍ରତ୍ୟାରାପ ଲାଗି ରହିଥିଲା , ତେବେ ଆପଣ ମାନେ ଏହି କଥା ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ସ୍ଵର ଏକାଠି ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନେଇ ।


ସାଂସଦ ପିନାକୀ ମିଶ୍ର ଯାହା ଶ୍ରୀ ମନ୍ଦିର ଙ୍କୁ ନେଇ କହିଛନ୍ତି ତାକୁ ଅନୁଭବ ଓ ବର୍ଷା ଉଭୟ ସମର୍ଥନ କରଛନ୍ତି , ତେବେ ଏହା ରାଜନୈତିକ ମହଲ ରେ ଚର୍ଚ୍ଚା ଜୋଡ ଧରିଛି , ତେବେ କିଛି ଲୋକ ଉଭୟ ଙ୍କ ଏକ ସ୍ଵର କୁ ନେଇ କହିଛନ୍ତି ଯେ ଶ୍ରୀ ଜଗନ୍ନାଥ ଙ୍କ ପାଇଁ ଅନୁଭବ ଓ ବର୍ଷା ଏକାଠି ହେଲେ । ତାହେଲେ ବନ୍ଧୁଗଣ ସଂସଦ ରେ ସାଂସଦ ଅପରାଜିତା ଷଡଙ୍ଗୀ ଖାଇଥିଲେ ଶ୍ରୀ ମନ୍ଦିର ଚାରିପଟେ ବେଆଇନି ଭାବେ ଖନନ କାର୍ଯ୍ୟ କରାଯାଉଛି ବୋଲି ।


ତେବେ ଅପରାଜିତା ଙ୍କ ଏହ ପ୍ରଶ୍ନ ରେ ସାଂସଦ ପିନାକୀ ମିଶ୍ର ପ୍ରତିକ୍ରିୟା ଦେଇଥିଲେ ଯେ ଶ୍ରୀ ମନ୍ଦିର କରିଡର ରେ ମାତ୍ର 4 ଟି ଟଏଲେଟ ନିର୍ମାଣ ହେଉଛି ତେବେ ସେ ଏହା କହୁଥିବା ସମୟ ରେ ସାଂସଦ ଅନୁଭବ ମହାନ୍ତି ଇୟେସ ଇୟେସ କହୁଥିବା ର ଦେଖିବାକୁ ମିଳିଛି ତାହା ପୁଣି ଟେବୁଲ ବାଡେଇ ପିନାକୀ ଙ୍କୁ ସମର୍ଥନ କରୁଥିଲେ ।

ତେବେ କିଛି ଦିନ ପରେ ଅଭିନେତ୍ରୀ ବର୍ଷା ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ଟାର୍ଗେଟ କରି ଟ୍ବିଟ କରି କହିଛନ୍ତି ଯେ , ସେ ଯେତେବେଲେ ପୁରୀ ଯାଇଥାନ୍ତି ସେ ମଇଳା ଙ୍କ ପାଇଁ କୌଣସି ଟଏଲେଟ ଦେଖିବାକୁ ପାଇ ନ ଥାନ୍ତି , ତେବେ ବର୍ଷା କୁଆଡେ ବିଭିନ୍ନ ଭକ୍ତ ଙ୍କ ଠାରୁ ଏହି ଭଳି ଶୁଣିଛନ୍ତି । ତେବେ ଯଦି ବର୍ତ୍ତମାନ ଏହି ସୁବିଧା ଟି ସରକାର ପୁରୀ ରେ କରିବାକୁ ଚାହୁଁଛନ୍ତି , ତେହେଲେ ଅପରାଜିତା ଷଡଙ୍ଗୀ ଙ୍କ କଣ ଅସୁବିଧା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।


ତେବେ ବନ୍ଧୁଗଣ ଏହି ଭଳି ବର୍ଷା ଲେଖିବା ସହିତ ଆହୁରି ଲେଖିଛନ୍ତି ଯେ ମନ୍ଦିର କୁ ନେଇ ରାଜନୀତି ନ କରିବା ପାଇଁ ସେ ଟୁଇଟ କରିଛନ୍ତି , ତେବେ ସେ ଆହୁରି ଲେଖିଛନ୍ତି ଅନ୍ୟ ପଟେ ବଦ୍ରୀନାଥ ଓ କାଶୀ ବିଶ୍ଵନାଥ ମନ୍ଦିର ର ଉନ୍ନତିକରଣ ପ୍ରକଳ୍ପ କୁ ପ୍ରଶଂସା କରୁଥିବା ବେଳେ ପୁରୀ ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ର ପ୍ରକଳ୍ପ କୁ ବିରୋଧ କରୁଛନ୍ତି ଓ ଆହୁରି ଏକ ପ୍ରଶ୍ନ କରିଛନ୍ତି ଯଦି ତାଙ୍କ ଭଳି ଆହୁରି ଅନେକ ଭକ୍ତ ଏହି ସୁବିଧା ଦ୍ଵାରା ଉପକୃତ ହୋଇପାରିବେ ତେବେ ଏଥିରେ ତାଙ୍କର କଣ ଅସୁବିଧା ହେଉଛି ବୋଲି ସେ କହୁଛନ୍ତି ।

ତେବେ ମୁଁ ଆପଣ ଙ୍କୁ ଜଣେ ବିଜ୍ଞ ରାଜନେତା ଭାବୁଥିଲି ବୋଲି ବର୍ଷା କହିଛନ୍ତି ଓ ସେ ଆହୁରି କହିଛନ୍ତି ଯେତେବେଳେ ଅପରାଜିତା ରାଜନୀତି ରେ ପ୍ରବେଶ କଲେ ସେତେବେଳେ ଆପଣ ଓଡିଶା ର ବିକାଶ ପାଇଁ କାମ କରିବେ ବୋଲି ବର୍ଷା ଭାବୁଥିଲି କିନ୍ତୁ ବର୍ତ୍ତମାନ ସମୟ ରେ ମୋତେ ନିରାଶ କଲେ ବର୍ଷା କହିଛନ୍ତି । ତେବେ ବର୍ଷା ଓ ଅନୁଭବ ଙ୍କ ଏହି ଏକ ସ୍ଵର କୁ ସମସ୍ତେ ଦେଖିବା ପରେ କହୁଛନ୍ତି ଉଭୟ ବହୁତ ଶୀଘ୍ର ଏକାଠି ହୋଇଯିବେ ଓ ଜଗା ପାଇଁ ସେମାନେ ଏକାଠି ହୋଇ ଯିବେ ॥

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *