Breaking News

ମାଳିକାର ବଡ ଭବିଷ୍ୟବାଣୀ, ଜଣେ ଓଡିଆ ସାଧୁ ଦେଶର ପ୍ରଧାନ ମନ୍ତ୍ରୀ, ତେବେ କଣ ରହିଛି ମାଳିକାରେ ସଂପୂର୍ଣ୍ଣ ଜାଣନ୍ତୁ ଦେଖନ୍ତୁ ଭିଡିଓ

ଦଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ଅନେକ କିଛି ଘଟଣା ଘଟିଛି ଯାହାକି ମାଳିକା ରେ କେବେ ଠାରୁ ଲିଖିତ ଅଛି , ତାହେଲେ ଠିକ ସେହିଭଳି ଜଣେ ମାଳିକା ଭକ୍ତ କହିଛନ୍ତି ଯେ ଖଣ୍ଡଗିରୀ ଠାରୁ ଲୀଳା ରଚିବ ନୟନେ ଦେଖିବୁ ତୁହି ବେସ କାଳ ଜାଣି ଭାବ ରଖିଥିବୁ କାଳିଆ ଦର୍ଶନ ପାଇଁ ।

ତେବେ ଏହି ମାଳିକା ଭକ୍ତ ଜଣକ କହିଛନ୍ତି ଯେ ଖଣ୍ଡଗିରୀ ଏମିତି ଏକ ଜାଗା , ଯାହା ହେଉଛି ଭଗବାନ ଶିବ ଙ୍କ ଜାଗା, ତ୍ରିଭୁବନ ଅଧିଷ୍ଠିତ ହେଉଛନ୍ତି ଶିବ , , ତେବେ ଖଣ୍ଡଗିରୀ ଶୀର୍ଷ ଦେଶ ରେ ସିଏ ରହିଛନ୍ତି ଯେଉଁ ଜାଗା ରେ ବାରଭୁଜା ଦୂର୍ଗା ମା ବିରାଜମାନ ଅଛନ୍ତି । ଯେଉଁ ସ୍ଥାନ ରୁ ଆକାଶ ରୁ ଗଙ୍ଗା ଆସି ରହିଛନ୍ତି ।

ତେବେ ପବିତ୍ର ମାଘ ସପ୍ତମୀ ଅବସର ରେ ଏହି ଆକାଶ ଗଙ୍ଗା ରୁ କୁମ୍ଭ ବା ମାଠିଆ ରେ ଜଳ ତୋଳିକି ଆଣି ବସେଇ ଆମ ବିଶ୍ଵ ର ଅନେକ ସାଧୁ ସନ୍ଥ ମାନେ ଏହି ଜାଗା ରେ ଆସି ତାଙ୍କର ତପସ୍ୟା , ଯୋଗ ଓ ଧ୍ୟାନ କରି ପ୍ରଭୁଙ୍କ ନିକଟରେ ବିଶ୍ଵର ମଙ୍ଗଳ କାମନା କରିଥାନ୍ତି । ଏହି ଠାରେ ଅନେକ ସାଧୁ ମାନେ ଆସି ତପ କରିଥାନ୍ତି । ତେଣୁ ଏହି ସ୍ଥାନକୁ ତପ ଭୂମି ବୋଲି କୁହାଯାଏ ।

ତେବେ ବନ୍ଧୁଗଣ ଏହି ସ୍ଥାନ ରେ ପରମହଂସ ତପସ୍ୟା କରୁଥିଲେ , ଯାହାକୁ ପବିତ୍ର ତପ ଭୂମି ରୂପେ ବିବେଚନା କରିଛନ୍ତି ଦେଶରେ ଅନେକ ସାଧୁ ସନ୍ଥ । ତେବେ ବିଶ୍ଵ ର ମଙ୍ଗଲ ପାଇଁ ଶାନ୍ତି ପାଇଁ ପ୍ରଭୁ ଙ୍କ ସାମ୍ନା ରେ ତପସ୍ୟା କରୁଥିଲେ , ତେବେ ଯଜ୍ଞେସ୍ଵର ନାରାୟଣ ଙ୍କ ପାଖ ରେ ଶରଣା ପନ୍ନ ହେଉଛନ୍ତି , ତେବେ ଦେଶ ସ୍ଵାଧୀନ ପରେ କେବେ କୌଣସି ସାଧୁ ଶାସନ କରି ନାହାଁନ୍ତି ।

ତେବେ ବିଶ୍ଵ ଦରବାର ରେ ଜଣେ ସାଧୁ ଶାସନ କରିବେ ଏହି ଓଡିଶା ରୁ ସେହି ସାଧୁ ଜଣକ ଯିବେ , ତେବେ ବନ୍ଧୁଗଣ ଏହି ମାଳିକା ଭକ୍ତ ଜଣକ ଆହୁରି କହିଛନ୍ତି ଯେ ତିନିଟା ମୁଣ୍ଡ ଯିବ, ତେବେ କିଏ ଯିବେ ସେ ଏହି ବିଷୟରେ କହି ନଥିଲେ । କିନ୍ତୁ ଏହି ଓଡିଶା ମାଟିରୁ ଜଣେ ଯିବେ ଏବଂ ସେ ତିନି ଦରବାରକୁ ଶାସନ କରିବେ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ମାଳିକା ଭବିଷ୍ୟବାଣୀ – ୧୯୯୯ ମସିହା ଓ ୨୦୨୨ ମସିହା ମଧ୍ୟରେ ଆସିଲା ସମାନତା , ଏହି ବର୍ଷ ଆସିପାରେ ବଡ ବିପଦ- ଦେଖନ୍ତୁ

ଆଜିକୁ ପ୍ରାୟ ୬୦୦ ବର୍ଷ ପୂର୍ବେ ମହାପୁରୁଷ ପଞ୍ଚସଖା ମାନେ ଆଗତ ଭବିଷ୍ୟତରେ କଣ ହେବ ତାହା ନିଜର ଦିବ୍ୟଦୃଷ୍ଟିରେ …

Leave a Reply

Your email address will not be published. Required fields are marked *