Breaking News

ଜେଲ ରୁ ମୁକୁଳିବା ପାଇଁ ପାଗଳ ଭଳି ରୋଲ୍ କରୁଛନ୍ତି ନିରଞ୍ଜନ !! କହିଲେ ଏକା ରହିବାକୁ ଭୟ ଲାଗେ – ଦେଖନ୍ତୁ

ଜେଲ ରୁ ମୁକୁଳିବା ପାଇଁ ପାଗଳ ଭଳି ରୋଲ୍ କରୁଛନ୍ତି ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଙ୍କ ହ- ତ୍ୟା ମାମଲାରେ ଜଡିତ ଥିବା ଅନ୍ୟ ମୂଖ୍ୟ ଅଭିଯୁକ୍ତ ବାବୁ ନିରଞ୍ଜନ ସେଠୀ। ସବୁବେଳେ କବିତା ଲେଖୁଥିବା ବାବୁ ନିରଞ୍ଜନ ଏବେ ଜେଲ ରୁ ମୁକୁଳିବା ପାଇଁ କିଛି ନୂଆ କାହାଣୀ ରଚି ପାରନ୍ତି। ଯଦିଓ କାହାଣୀ ଲେଖିବାରେ ବାବୁ ନିରଞ୍ଜନ ଆଗରୁ ପାରଙ୍ଗମ ହେଲେ ଏବେ ଜେଲ ରୁ ମୁକୁଳିବାକୁ ତାଙ୍କର କୌଣସି କାହାଣୀ ଆଦୌ କାମ ଦେବନି ବୋଲି ସେ ଜାଣିସାରିଛନ୍ତି। ଆଉ ଏହି କାରଣ ପାଇଁ ଏବେ ସେ ଜେଲ ରେ ଅଭିନୟ କରିବାକୁ ବାହାରିଛନ୍ତି।

ଯାହା ଚର୍ଚ୍ଚା ହେଉଛି ନିରଞ୍ଜନ କୁଆଡେ ଏବେ ଜେଲ ଭିତରେ ଥାଇ ପାଗଳ ହେବା ଭଳି ଅଭିନୟ କରୁଛନ୍ତି। ମୁଣ୍ଡ କାମ ନକରିବା ଭଳି ବାଉଳି ହେଉଛନ୍ତି। ଏହାର ଏକ କାରଣ ହେଇପାରେ ଯେ, ଏଭଳି କରିବା ଦ୍ଵାରା ତାଙ୍କୁ ବୋଧହୁଏ କିଛି କମ୍ ସଜା ହୋଇପାରେ ବୋଲି ସେ ଭାବୁଛନ୍ତି। ଆଉ ଏହା ଭାବୁ ଏବେ ଜେଲ ର ଚାରି କାନ୍ଥ ଭିତରେ ଥାଇ ବି ଅଭିନୟ ଆରମ୍ଭ କରିଦେଇଛନ୍ତି ନିରଞ୍ଜନ।
କେବଳ ବାଉଳି ନୁହେଁ, ଜେଲ ର ଚାରି କାନ୍ଥ ଭିତରେ ସେ ଗୁମୁରି ଗୁମୁରି କାନ୍ଦୁଛନ୍ତି ମଧ୍ୟ। କାନ୍ଦିବେନି ବି କେମିତି! ଯେଉଁ ଶର୍ମିଷ୍ଠା ଙ୍କୁ ପାଇବା ପାଇଁ ସେ ହ-ତ୍ୟାର ଷ-ଡ଼-ଯ-ନ୍ତ୍ର ରଚିଥିଲେ ଆଜି ତାରି ପାଇଁ ନିଜର ବିଳାସପୂର୍ଣ୍ଣ ଜୀବନ ଛାଡ଼ି ସେ ଜେଲ ଭିତରେ ନିଜର ଦିନ କାଟୁଛନ୍ତି।

କହିରଖୁଛୁ, କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅ-ପ-ହ-ର-ଣଠୁ ହ-ତ୍ୟା- କରିବା ଓ ମୃ-ତ-ଦେ-ହ ପୋତିବା ଯାଏଁ, ସବୁ କିଛି କୁଆଡେ ହୋଇଥିଲା ଅବସରପ୍ରାପ୍ତ ସରକାରୀ ବାବୁ ନିରଞ୍ଜନ ସେଠୀଙ୍କ ଇସାରାରେ । ଶର୍ମିଷ୍ଠାଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀ ଏହି ତଥ୍ୟ ପାଇଛନ୍ତି।

ଛୋଟ ମୋଟ କାହାଣୀର ନିର୍ଦ୍ଦେଶନା ଦେଉଥିବା ନିରଞ୍ଜନ ସେଠୀ ମାନସ ହ-ତ୍ୟା ମାମଲାର ନିର୍ଦ୍ଦେଶକ ସାଜିଥିଲେ । ହ-ତ୍ୟା ପରେ ପୁଲିସ ପଞ୍ଝାରୁ ବଞ୍ଚିବା ଲାଗି ମିଛ କାହାଣୀ ତିଆରି କରି ନିରଞ୍ଜନ ବର୍ତ୍ତିବାକୁ ଉଦ୍ୟମ ମଧ୍ୟ କରିଥିଲେ। ହେଲେ ଶେଷରେ ସେ ଧରା ପଡ଼ିଥିଲେ। ଏବେ ବି କ୍ରାଇମବ୍ରାଞ୍ଚ ଟିମ ନିଜର ତନାଘନା ଜାରି ରଖିଛନ୍ତି। ଏହି କେସ ର ମୁଖ୍ୟ ଅଭିଯୁ୍କ୍ତ ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ବର୍ତ୍ତମାନ ଜେଲ ରେ ଥିବା ବେଳେ ଆଗକୁ ଏହି ମାମଲାର ଆହୁରି ରହସ୍ୟ ଭେଦିବ ବୋଲି ସୂଚନା ମିଳିଛି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *