ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟା ଙ୍କ ଏକ ଭିଡିଓ ଭାଇରାଲ୍ ହେବାକୁ ଲାଗିଛି ଓ ଏହି ଭିଡିଓ ଦେଖିଲେ ଆପଣ ମାନେ ଆଶ୍ଚର୍ୟ୍ଯ ମଧ୍ୟ ହେଇଯିବେ । ଆଂଜ୍ଞା ଆପଣ ମାନେ ଜାଣିଥିବେ କି ରାଜେଶ ତାଙ୍କ ଅଭିନୟ କୁ ନେଇ ସବୁ ବେଳେ ଚର୍ଚ୍ଚା ରୁହନ୍ତି । ତେବେ ରାଜେଶ ଓ ରିୟା ବର୍ତ୍ତମାନ ସମୟ ରେ ରାସ୍ତା ରେ ଝଗଡା ହେଉଥିବାର ଦେଖିବାକୁ ମିଳିଛି ।
ସେମାନେ ଦୁଇ ଜଣ ଏମିତି ରାସ୍ତା ରେ ଝଗଡା ହେଲେ ତାହା ଲୋକ ମାନଙ୍କ ନଜର ରେ ଆସିଗଲେ । ତାପରେ ତାଙ୍କ ଝଗଡା କୁ ଲୋକ ମାନେ ଦେଖିବା ପରେ ସବୁ ଲୋକ ମାନେ ଆସି ଉଭୟ ଝଗଡା ମାନେ ରାଜେଶ ଓ ରିୟା ଙ୍କ ର ଝଗଡା ବନ୍ଦ କରୁ ଥିବାର ଦୃଶ୍ଯ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ କୁ ସମସ୍ତେ ଦେଖିବା ପରେ ଆଶ୍ଚର୍ଯ୍ୟ ହେବା ସହିତ ଦ୍ବନ୍ଦ ରେ ମଧ୍ୟ ପଡି ଯାଇଛନ୍ତି ।
ତାହେଲେ ଉଭୟ ଝଗଡା ମାନେ ରାଜେଶ ଓ ରିୟା ଙ୍କ ର ଝଗଡା ହେବା ପଛ ରେ ଥିବା କାରଣ କ’ଣ ଜାଣିବାକୁ ଚହୁଛନ୍ତି କି ? ଯଦି ଆପଣ ମାନେ ଜାଣି ବାକୁ ଚାହୁଛନ୍ତି କି ୟା ପାଛରେ ଥିବା କାରଣ କୁ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ର ପୁରା ଲେଖତିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ ଟି କ’ଣ ।
ତାହେଲେ ବନ୍ଧୁଗଣ ଆପଣା ମାନେ ନିଶ୍ଚିତ ଭାବରେ ଜାଣିଥିବେ ଅଭିନେତା ରାଜେଶ ବହୁ ଗୁଡିଏ ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକପ୍ରିୟ ହେବା ସହ ସେ ଘରେ ଘରେ ପରିଚିତ । ଏହି ଅଭିନେତା ଜଣକ ଧାରାବାହିକ ଅଭିନୟ ରେ କରିବା ସହିତ ବହୁତ ଗୁଡିଏ ଚଲଚ୍ଚିତ୍ର ରେ ମଧ୍ୟ ସୁନ୍ଦର ଭାବରେ ନିଜର ଅଭିନୟ କୁ ଦେଖେଇ ସାରିଛନ୍ତି ଦର୍ଶକ ମାନଂକୁ ।
ଠିକ ସେହିଭଳି ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଲୋକପ୍ରିୟ ଅଭିନେତ୍ରି ରିୟା ଙ୍କୁ ମଧ୍ୟ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ଜବଦସ୍ତ ଅଭିନୟ ପାଇଁ ବେସ ଭଲ ଭାବରେ ଲୋକପ୍ରିୟ ସହିତ ଘରେ ଘରେ ଖୁବ ପରିଚିତ ଅଛନ୍ତି ଦର୍ଶକ ମାନଙ୍କ ନଜର ରେ । ବହୁତ ଭଲ ପାଇବା ମଧ୍ୟ ପାଇ ପରିଛନ୍ତି ଦର୍ଶକ ମାନଙ୍କ ଠାରୁ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିୟାଲ୍ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଭିଡିଓ ଟି ସତ୍ୟ ଅଟେ । କିନ୍ତୁ ଏହା ରିଅଲ ରେ ନୁହେଁ ବରଂ ଏହା ରିଲ୍ ଲାଇଫ୍ ର ଭିଡିଓ । ରାଜେଶ ଓ ରିୟା ଉଭୟ ଙ୍କ ଆଗାମୀ ଦିନ ମାନଙ୍କ ଭିତରେ ଏକ ଚଲଚିତ୍ର ଆସିବାକୁ ଯାଉଛି ଓ ବର୍ତ୍ତମାନ ସମୟ ରେ ଏହାର ସୁଟିଂ ସେଟ୍ ରେ ବେସ ଜୋରସୋର୍ ରେ ଚାଲିଛି । ଓ ଆପଣ ମାନେ ଦେଖୁଥିବା ଭିଡି଼ଓ ଟି ହେଉଛି ସୁଟିଂ ସେଟ୍ ର ହୃଦୟ ଯାହାକି ବର୍ତ୍ତମାନ ସମୟ ରେ ସୋସିୟାଲ୍ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ୍ ହେବାରେ ଲାଗିଛି ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।