ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅନେକ ବ୍ୟକ୍ତି you tube ରେ ବେସ ଆକ୍ଟିଭ ରହୁଛନ୍ତି , ତେବେ କିଏ ଭିଡିଓ ଏଡିଟିଂ କରି ନିଜ ଚ୍ଯାନେଲ ଅପଲୋଡ କରୁଛି ତ ଆଉ କିଏ ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ବ୍ଲଗ କରି ଅପଲୋଡ କରିଥାଏ । ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡିଶା ର ନାମବାର ୱାନ ବ୍ଲଗର ରୂପା ଓ ପିଣ୍ଟୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଯୋଡି ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ ସୋସିଆଲ ମିଡିଆ ରେ , ତେବେ ସେ ନିଜ ଜବରଦସ୍ତ ଅଭିନୟ ପାଇଁ ସୋସିଆଲ ମିଡିଆ ରେ ବେସ ଲୋକ ପ୍ରିୟ ହେବା ସହିତ ଓଡିଶା ର ଘରେ ଘରେ ପରିଚିତ । ତେବେ ବର୍ତ୍ତମାନ ସମୟ ରେ ଏହି ଯୋଡି ଙ୍କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଛୋଟ ରୁ ବଡ ହୋଇଥାନ୍ତି ସମସ୍ତେ ତେବେ ଠିକ ସେହିଭଳି ରୂପା ପିଣ୍ଟୁ ପ୍ରଥମେ ସର୍ଟ ରିଲ୍ସ ଭିଡିଓ କରିବା ଆରମ୍ଭ କରିଥିଲେ ଓ ଯାହାକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥିଲେ ଓ ସେମାନେ ବେସ ଲୋକ ପରିଚିତ ହୋଇ ପାରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କହିବାକୁ ଗଳେ ରୂପା ଓ ପିଣ୍ଟୁ ଓଡିଶା ଘର ଘରେ ପରିଚିତ ନିଜ କଳା ପାଇଁ । ତେବେ ରୂପା ଓ ପିଣ୍ଟୁ ଙ୍କୁ ସୋସିଆଲ ମିଡିଆ ଅନେକ କିଛି ଦେଇଛି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଯୋଡି ନିଜ ଚ୍ଯାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ରେ ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ବ୍ଲଗ କରି ନିଜ ଚ୍ଯାନେଲ ରେ ପୋଷ୍ଟ କରିଥାନ୍ତି ଓ ଯାହାକୁ ଦର୍ଶକ ମାନେ ବେସ ପସନ୍ଦ କରି ଥାନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେମାନ ଙ୍କ ର ଏକ ଭିଡିଓ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି ।
ତେବେ ଭିଡିଓ ରେ ଉଭୟ ନିଜ ପରିବାର ସହିତ ମିଶି ନିଜ ସମୟ କୁ ଭଲ ଭାବ ରେ ଅତି ବାହିତ କରିବା ସହିତ ବହୁତ ସାରା ମଜା ମସ୍ତି କରିଛନ୍ତି , ତେବେ ଉଭୟ ନିଜ ପରିବାର ସହ ନିଜ ଝିଅ କୁ ନେଇ ମେଳା ରେ ବୁଲିବା ସହ ଅନେକ ଜିନିଷ କିଣିଛନ୍ତି , ତେବେ ବନ୍ଧୁଗଣ ଏହି ବ୍ଲଗ ଭିଡିଓ କୁ ଦର୍ଶକ ମାନେ ବେସ ପସନ୍ଦ କରିଥିଲେ ॥
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।