Breaking News

ବିବାହ ର ୬ ମାସ ପରେ ବଡ ଖୁସି ଖବର ଦେଲେ ସୋମାଲିନ(somalin) – ଦେଖନ୍ତୁ ଭିଡିଓ

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରିଆଲୀଟି ଶୋ ମାଧ୍ୟମରେ ଓଡ଼ିଶାରେ ଲୋକପ୍ରିୟ ହୋଇପାରିଛନ୍ତି। ଓଡ଼ିଶାର ସେହିଭଳି ଦୁଇଜଣ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ସୋମାଲିନ ପରିଡା ଓ ଜ୍ୟାଙ୍କଲିନ ପରିଡା। ଏହି ଦୁଇ ଅଭିନେତ୍ରୀ ଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ।


ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ରିଆଲିଟୀ ଶୋ ରଜ କୁଇନ୍ ରେ ଦୁହେଁ ପ୍ରଥମ ଥର ପାଇଁ ନଜର ଆସିଥିଲେ । ଏହି ରିଆରିଟୀ ଶୋ ରେ ସୋମାଲିନ ଓ ଜ୍ୟାଙ୍କଲିନ ଟୁଇନ ସିଷ୍ଟର ଭାବରେ ଓଡ଼ିଶାର ଦର୍ଶକ ମାନଙ୍କ ନିକଟରେ ପରିଚିତ ହୋଇପାରିଥିଲେ। ତେବେ ଜ୍ୟାଙ୍କଲିନ ଏହି ଶୋ ର ବିଜେତା ହୋଇଥିବା ବେଳେ ସୋମାଲିନ ପ୍ରଥମ ରନର୍ ଅପ୍ ହୋଇଥିଲେ। ତେବେ ଏହାପରେ ଜ୍ୟାଙ୍କଲିନ ଓ ସୋମାଲିନ କିଛିଟା ଧାରାବାହିକରେ ନଜର ଆସିଥିଲେ।


ତେବେ ବର୍ତ୍ତମାନ ସମୟ ପାଇଁ ଜ୍ୟାଙ୍କଲିନ ଓ ସୋମାଲିନ ଦୁହେଁ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି। ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଅଛନ୍ତି। ଦୁହେଁ ନିଜର ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ଯାହାକୁ ତାଙ୍କର ପ୍ରଶଂସକ ମାନେ ଖୁବ୍ ଭଲପାଇବା ଦିଅନ୍ତି।


ତେବେ ଯେପରିକି ସମସ୍ତେ ଜାଣିଥିବେ ଗତ ବର୍ଷ ସୋମାଲିନ ଓ ଜ୍ୟାଙ୍କଲିନ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜ୍ୟାଙ୍କଲିନ ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ୍ ଅରବିନ୍ଦ ଙ୍କୁ ବିବାହ କରିଥିବା ବେଳେ ସୋମାଲିନ ନିଶିଥ ନାୟକ ଙ୍କୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି। ବିବାହ ପରେ ସୋମାଲିନ ଏବେ ସ୍ବାମୀ ନିଶିଥ୍ ଙ୍କ ସହ ଦିଲ୍ଲୀ ରେ ରହୁଥିବା ବେଳେ ଜ୍ୟାଙ୍କଲିନ ସ୍ବାମୀ ଅରବିନ୍ଦ ଙ୍କ ସହ କଲିକତା ଠାରେ ରହୁଛନ୍ତି। ଦୁହେଁ ନିଜର ନୂଆ ଜୀବନକୁ ନେଇ ବେଶ୍ ଖୁସି ଅଛନ୍ତି।

ତେବେ ନିକଟରେ ଏକ ଫ୍ୟାନ୍ସ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ସୋମାଲିନ ଓ ଜ୍ୟାଙ୍କଲିନ। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। କାରଣ ଖୁବ୍ ଶୀଘ୍ର ପୁଣି ଅଭିନୟ ଦୁନିଆକୁ ଫେରି ପାରନ୍ତି ସୋମାଲିନ ଓ ଜ୍ୟାଙ୍କଲିନ। ଦର୍ଶକ ମାନେ ଖୁବ୍ ଶୀଘ୍ର ଏହି ଦୁଇ ଭଉଣୀ ଙ୍କ ଅଭିନୟ ଟିଭି ପରଦା ଉପରେ ଦେଖିବାକୁ ପାଇବେ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *