Breaking News

ହଠାତ ରୂପାଙ୍କ (Rupa) ଉପରେ ରା-ଗି ଗଲେ ସ୍ଵାମୀ ପିଣ୍ଟୁ (Pintu), ତାପରେ ରୂପା ଏମିତି କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ରେ ଅନେକ ପ୍ରତିଭା ବାହାରି ଲେଣି । ତେବେ ବନ୍ଧୁଗଣ ଅନେକ ବ୍ୟକ୍ତି ନିଜ କଳା କୁ ସମସ୍ତ ଙ୍କ ସାମ୍ନା ରେ ପ୍ରଦର୍ଶିତ କରାଇ ପାରୁ ନ ଥିଲେ କିନ୍ତୁ ଯେବେ ଠାରୁ ସୋସିଆଲ ମିଡିଆ ର ପ୍ରବେଶ ହୋଇଛି ତେବେ ଅନେକ ବ୍ୟକ୍ତି ଲୋକ ପରିଚିତ ହୋଇ ପାରିଛନ୍ତି ।


ତେବେ ସମସ୍ତେ ସୋସିଆଲ ମିଡିଆ ରୁ ଭଲ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ପିଣ୍ଟୁ ଓ ରୂପା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଉଭୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସେମାନ ଙ୍କ you tube ଚ୍ଯାନେଲ ବହୁତ କମ ଦିନ ରେ ବେସ ଲୋକ ପ୍ରିୟତା ହାସଲ କରି ପାରିଛି ।

ତାହେଲେ ବନ୍ଧୁଗଣ ଏହି ଯୋଡି ସଦା ସର୍ବଦା ବ୍ଲଗ କରି ନିଜ ଚ୍ୟାନେଲ ପୋଷ୍ଟ କରି ଥାନ୍ତି ଓ ଯାହାକି ଦର୍ଶକ ମାନେ ବେସ ପସନ୍ଦ କରି ଥାନ୍ତି । ତେବେ ସେ ମଧ୍ୟ ଇନଷ୍ଟାଗ୍ରାମ ଅନେକ ଋଳ କରୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ଭିଡିଓ ରେ ରୂପା ଓ ପିଣ୍ଟୁ ଝ-ଗ-ଡା ହୋଇଛନ୍ତି ଓ ଯାହାର କାରଣ କଣ କହି ହେବ ନହିଁ , ପିଣ୍ଟୁ ରୂପା ଙ୍କ ଉପରେ ବହୁତ ରାଗି ଥିଲେ ,

ତେବେ ସେ କହୁଥିଲେ ଯେ ଫିଙ୍ଗିଳ କାହିଁକି ପଇସା ଦିଆ ହୋଇଛି କି ନହିଁ । ତେବେ ଏହି ଭଳି ପିଣ୍ଟୁ ରାଗି କି ଅନେକ କଥା କହୁ ଥିବା ସମୟ ରେ ରୂପା ତାଙ୍କ ସମସ୍ତ କଥା କୁ ହସ ରେ ଉଡାଇ ଦେଉଛନ୍ତି ସିରିୟସ ହେଉ ନାହାଁନ୍ତି , ତେବେ ଆପଣ ମାନେ ନିଶ୍ଚୟ ଏହି ଭିଡିଓ ଟି କୁ ଦେଖି ଥିବେ ॥

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *