ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ଅଧିକ ଅଭିନେତା ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରୁହନ୍ତି ଓ ବେଳେ ନିଜ ଶୁଟିଙ୍ଗ ସେଟ ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଦୃଶ୍ୟ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ଥାନ୍ତି ।
ତାହେଲେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜଣେ ହାସ୍ୟ ଅଭିନେତା ଙ୍କ ବିଷୟ ରେ ଜାଣିବା , ତେବେ ଏହି ହାସ୍ୟ ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ପ୍ରଜ୍ଞା ଖଟୁଆ । ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ଜବରଦସ୍ତ କମିଡି ନିଶ୍ଚୟ ଦେଖିଥିବେ ବହୁ ସାରା ଚଳଚିତ୍ର ଓ ରିଆଲିଟି ସୋ ମାନ ଙ୍କ ରେ । ତେବେ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବେସ ପସନ୍ଦ କରି ଥାନ୍ତି ।
ତେବେ ପ୍ରଜ୍ଞା କମିଡି ସମସ୍ତ ଦର୍ଶକ ମାନ ଙ୍କୁ ବେସ ହସାଇ ଥାଏ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ କିଛି ମାସ ତଳେ ପ୍ରଜ୍ଞା ବିବାହ ବନ୍ଧନ ହୋଇଥିଲେ , ତେବେ ସେ ନିଜ ପ୍ରେମିକା ସୁନନ୍ଦା ଙ୍କୁ ଭଲ ପାଇ ବିବାହ କରିଛନ୍ତି , ତେବେ ସୁନନ୍ଦା ମଧ୍ୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ।
ତେବେ ବିବାହ ପରଠାରୁ ପ୍ରଜ୍ଞା ନିଜ ପତ୍ନୀ ସୁନନ୍ଦା ଙ୍କ ସହ ବେସ ଖୁସି ଥିବା ସମୟ ରେ ବେସ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି ସୋସିଆଲ ମିଡିଆ ରେ , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ଏକ ଭିଡିଓ ଓ ଏହି ଭିଡିଓ ଟି ହେଉଛି ବିଶ୍ଵ ନାଟ୍ଯ ଦିବସ ରେ ସୋସିଆଲ ମିଡିଆ ରେ ଅପଲୋଡ ହୋଇଛି ।
ତେବବେ ଏହି ଭିଡିଓ ରେ ଉଭୟ ପ୍ରଜ୍ଞା ଓ ସୁନନ୍ଦା ନଜର ଆସିଛନ୍ତି ତାହା ପୁଣି ବୁଢା ବୁଢୀ ଚରିତ୍ର ରେ , ତେବେ ସେମାନ ଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଛି , ତେବେ ଉଭୟ ବିବାହ ପରେ ଏକାଠି ହୋଇ ଜବରଦସ୍ତ ଅଭିନୟ କରୁ ଥିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।