ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ସୋସିୟାଲ୍ ମିଡ଼ିଆ ସବୁ ୟୁଜର୍ ପାଇଁ କେତେ ମାତ୍ରା ରେ ସୁବିଧା କରେଇ ଦେଉଛି । ତେବେ ସୋସିୟାଲ୍ ସବୁ ଘଟଣା ଉପଡେଟ୍ ହେଇ ଯାଉଛି । ତେବେ ସେ ଘଟଣା କାହାର ବି ହଉ । ସୋସିୟାଲ୍ ଏପରି ଏକ ପ୍ଲାଟଫର୍ମ ଯାହା କି ସମସ୍ତେ ସମସ୍ତଙ୍କ ର ନିଜ ର ସ୍ଟାଟସ୍ ଉପଡେଟ୍ ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ସାଧାରଣ ୟୁଜର୍ ହେଉ କିମ୍ବା ସେ ସେଲିବ୍ରିଟି ଙ୍କ ବିଷୟ ରେ ଏବେ ବହୁତ ଭାଇରାଲ୍ ହେଇ ପାରିବ ସୋସିୟାଲ୍ ମିଡ଼ିଆ ରେ ।
ତେବେ ବର୍ତ୍ତମାନ ସମୟ ରେ ଏମିତି ଦୁଇଜଣ ସେଲିବ୍ରିଟି ଙ୍କ ବିଷୟ ରେ ଭାଇରାଲ୍ ହେବାରେ ଲାଗୁଚି ଯିଏ କି ସଭିଙ୍କର ପ୍ରିୟ ତାହା ସହ ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ । ତେବେ ଆପଣ ମାନେ ଯଦି ପୁରା ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ପ୍ରଥମେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ କାହା ଉପରେ ଦିଆ ଯାଇଛି ।
ତେବେ ଆମେ ଆଜି ଆଉ କାହା ବିଷୟ ରେ ନୁହଁ ଆଜି ଆମେ ଏମିତି ଏକ ଯୋଡି ବିଷୟ ରେ କହୁଚୁ ଯାହାଙ୍କ ବିଷୟ ରେ ଜାଣିବାକୁ ଆପଣ ମାନେ ସବୁବେଳେ ନିଜ ର ଇଚ୍ଛା ପ୍ରକାସ କରିବା ସହ ସେହି ଯୋଡି କୁ ବହୁତ ଭଲ ମଧ୍ୟ ପାଉଥାନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିଷୟ ରେ ।
ତେବେ ଏହି ଦୁଇ ଅଭିନେତା ଅଭିନେତ୍ରୀ ଙ୍କ ବିଷୟ ରେ ଆମେ ଆପଣ ଙ୍କୁ ଅଧିକ ଯେତେ ମଧ୍ୟ କହିଲେ କମ ହେବ । କାରଣ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ଦୁଇ ଜଣା ଯାକ ବହୁତ କମ ଦିନରେ ଅଭିନୟ ଜଗତ ରେ ସଫଳତା ପାଇଛନ୍ତି । ତେବେ ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ଦୁଇଜଣ ଯାକ ଓଡ଼ିଆ ଚଲଚିତ୍ର ରେ ବହୁତ ସୁନ୍ଦର ଅଭିନୟ କରି ସବୁବେଳେ ଚର୍ଚ୍ଚା ରେ ରହିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ।
ତେବେ ଅର୍ଚ୍ଚିତା ବହୁତ ଭଲ ଅଭିନୟ କରିବା ସହ ବହୁତ ଭଲ ମଡେଲ ର ମଧ୍ୟ । ସେ ମଡେଲିଙ୍ଗ ଅନ୍ଦାଜ ପାଇଁ ଓ ତାଙ୍କ ଷ୍ଟାଇଲିସ୍ ଲୋକ ପାଇଁ ପ୍ରାୟ ଚର୍ଚ୍ଚା ରେ ଥାଆନ୍ତି ସୋସିୟାଲ୍ ମିଡ଼ିଆ ରେ । ସବ୍ୟସାଚ୍ଚୀ ମଧ୍ୟ ଅଭିନୟ ସହ ସୋସିୟାଲ୍ ୱାର୍କର୍ ଭାବେ ମଧ୍ୟ ଅଧିକ ପରିଚିତ ଅଛନ୍ତି । ତେବେ ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବିବାହ କରି ସାରିଛନ୍ତି ଯାହା ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି ।
ତେବେ ଆପଣ ମାନେ ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ଙ୍କ ରିଲ୍ ମଧ୍ୟ ଦେଖିଥିବେ । ଏଥିରୁ ଜଣାପଡେ କି ସବ୍ୟ ଓ ଅର୍ଚ୍ଚିତା ବହୁତ ଖୁସି ରେ ଅଛନ୍ତି ବିବାହ ପରେ । ତେବେ ବର୍ତ୍ତମାନ ସମୟ ରେ ତାଙ୍କ ର କିଛି ଏମିତି ଭିଡିଓ ଭାଇରାଲ୍ ହେବା କୁ ଲାଗିଛି ସୋସିୟାଲ୍ ମିଡ଼ିଆ । ଏବେ ଅଭିନେତା ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ବାହାରକୁ ବୁଲି ଯାଇଛନ୍ତି ଛୁଟି ନେଇ କି ଯାହା କି ଅର୍ଚ୍ଚିତା ଓ ସବ୍ୟସାଚ୍ଚୀ ବାହାରକୁ ବୁଲି ଗଲା ପରେ ବହୁତ ରିଲ୍ ବନାଇ ସୋସିୟାଲ୍ ମିଡ଼ିଆ ରେ ସେୟାର କରୁଛନ୍ତି । ତେବେ ସେମାନେ ଦୁଇଜଣ ବାହାରକୁ ଯାଇ ବହୁତ ମଜ୍ଜା ମସ୍ତି କରୁଛନ୍ତି ତାହା ସହ ବହୁତ ଖୁସି ଥିବାର ନଜର ଆସୁଛନ୍ତି ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।