Breaking News

ବରଯାତ୍ରୀ ଙ୍କୁ ଉଡ଼ାଇ ନେଲା କାଳବୈଶାଖୀ ପବନ !! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ – ଦେଖନ୍ତୁ

ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ନିଆରା ଭିଡିଓ ଭାଇରାଲ ହୋଇଥାଏ। ଯାହା ମଧ୍ୟରୁ କିଛି ଭିଡିଓ ଏଭଳି ବି ଥାଏ ଯାହା ଲୋକ ମାନଙ୍କୁ ଆଶ୍ଚର୍ୟ୍ଯ ଚକିତ କରିଦିଏ। ନିକଟରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ।

ଏହି ଭିଡିଓ ରେ ଦେଖିବାକୁ ମିଳୁଛି, ବିବାହ ପାଇଁ କନ୍ୟା ଘର ଦୁଆରେ ବରଯାତ୍ରୀ ମାନେ ଆସି ପହଂଚିଥିଲେ। ବାଜା ବାଣ, ନାଚ ଗୀତରେ ସାରା ଅଞ୍ଚଳ ଦୁଲୁକୁଥିଲା। ହେଲେ ଏହି ସମୟରେ ଏଭଳି କିଛି ଆଶ୍ଚର୍ୟ୍ଯ ଜନକ ଘଟଣା ଘଟିଥିଲା ଯାହା ବିଷୟରେ କେହି ଭାବି ବି ନଥିଲେ। କାରଣ ବିବାହ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଆରମ୍ଭ ହୋଇଗଲା କାଳବୈଶାଖୀ ପବନ। ଦେଖୁ ଦେଖୁ ପବନର ବେଗ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଆଉ ଆଖି ପିଚ୍ଛୁଳାକେ ଭିଷଣ ପବନ ସବୁକିଛି ଛାରଖାର କରିଦେଲା।

ବିବାହ ପାଇଁ ବନ୍ଧା ଯାଇଥିବା ଟେଣ୍ଡ ଟି ପବନ ସହ ଆକାଶକୁ ଉଡ଼ି ଯାଇଥିଲା। କେବଳ ଟେଣ୍ଡ ନୁହେଁ, ପବନର ବେଗ ଏତେ ଥିଲା ଯେ, ଟେଣ୍ଡ କୁ ରଖିବାକୁ ପ୍ରୟାସ କରୁଥିବା କିଛି ବ୍ୟକ୍ତି ମଧ୍ୟ ତା ସହିତ ଉପରକୁ ଉଠି ଯାଇଥିଲେ। ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଓ ବରଯାତ୍ରୀ ଦୌଡିବାକୁ ଲାଗିଲେ।


ତେବେ ସୂଚନା ଅନୁଯାୟୀ, ଏଭଳି ଏକ ଆଶ୍ଚର୍ୟ୍ଯଜନକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଉଦୟପୁର ଠାରେ। ସେଠାରେ ଆୟୋଜିତ ଏକ ବିବାହ ଉତ୍ସବରେ ସତେ ଯେପରି କାହାର ନଜର ଲାଗିଯାଇଥିଲା। କାଳବୈଶାଖୀ ପବନ ସେଠାରେ ଲୋକ ମାନଙ୍କ ଖୁସି ଛଡ଼ାଇ ନେଇଥିଲା। ଆଉ ଦେଖୁ ଦେଖୁ ନିମିଷକରେ ସେଠାରେ ସବୁ କିଛି ଛାର ଖାର ହୋଇଯାଇଥିଲା।
ତେବେ ଏହି ଦୃଶ୍ୟ କୁ କେହି ଜଣେ ସେଠାରେ ଉପସ୍ଥିତ କେହି ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ଯେ କେହି ବି ଏହି ଭୟଙ୍କର ଦୃଶ୍ୟ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *