ଦର୍ଶକ ବନ୍ଧୁ ଆପଣ ମାନେ ବ୍ରହ୍ମପୁର ସୁମିତ ଓ ତପସ୍ଵିନୀ ଙ୍କ ବିବାଦ ବିଷୟ ରେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ଡ ଏହି ବିବାଦ କୁ ନେଇ କୌଣସି ଖବର ଆସୁଥିଲେ ମଧ୍ୟ ଏହି ବିବାଦ ଟି ର ସମାଧାନ ଏ ପର୍ଯ୍ୟନ୍ତ ହୋଇ ନହିଁ । ତେବେ ଉଭୟ ଙ୍କ ବିବାଦ ଟି କିଛି ତଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତପସ୍ଵିନୀ ବୋହୁ ର ଅଧିକାର ଜଣେ ସ୍ତ୍ରୀ ଅଧିକାର ପାଇଁ ନିଜ ଶାଶୁଘରେ ଦୁଆରେ ଅନେକ ଦିନ ବସିଥିଲେ , ତେବେ ଏହି ବସିଥିବା ସମୟ ରେ ଅନେକ ଭିଡିଓ ଅଡିଓ କ୍ଲିପ ବହୁ ପରିମାଣ ରେ ଭାଇରାଲ ହୋଇଥିଲା । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ଏହି ଦୁଇ ଙ୍କ ବିବାଦ କୁ ନେଇ ଆସି ଯାଇଛି ଆଉ ଏକ ନୂଆ ମୋଡ ।
ହଁ ବନ୍ଧୁ ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ ନେଇ ବର୍ତ୍ତମାନ ସମୟ ରେ ହାଇକୋର୍ଟ ଦେଇଛନ୍ତି ଆଉ ଏକ ରାୟ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୁମିତ ପ୍ରତି ମାସ ରେ ତପସ୍ଵିନୀ ଙ୍କୁ 17 ହଜାର ଟଙ୍କା ଦେଉଥିଲେ ତେବେ ବର୍ତ୍ତମାନ ସମୟ ରେ ଏହାକୁ ହ୍ରାସ କରାଗଲା ଏଣିକି ପ୍ରତିମାସ ରେ 17 ହଜାର ଟଙ୍କା ପରିବର୍ତ୍ତେ 10 ହଜାର ଟଙ୍କା ଦେବେ ସୁମିତ ପ୍ରତିମାସ ରେ , ଏହା ହାଇକୋର୍ଟ ଙ୍କ ନିର୍ଦ୍ଦେଶ ।
ତେବେ ବନ୍ଧୁଗଣ ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ତପସ୍ଵିନୀ ତାଙ୍କ ଶାଶୁଘରେ ରହିବେ । ଏହା ସହିତ ଗୋଟିଏ ମାସ ଆସ୍କା ରେ ଘର ଭଡା ନେଇ ସୁମିତ ଙ୍କ ସହ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି , ତେବେ ଏ ନେଇ ତପସ୍ଵିନୀ ଙ୍କ ଓକିଲ ଆଜି ଅଗଣ ମାଧ୍ୟମ ମାନ ଙ୍କ ସାମ୍ନା ରେ ପ୍ରତିକ୍ରିୟା ରଖିଛନ୍ତି । ବନ୍ଧୁଗଣ ତପସ୍ଵିନୀ ଙ୍କୁ ନେଇ ଅନ୍ୟଯାଗା ରେ ରହିବା ନେଇ ବ୍ୟବସ୍ଥା କରାଯାଇ ଥିବା ରୁ ଏମିତି ମାସିକ ପାରିଦର୍ଶିତ କୁ ହରାଶ କରାଯାଇଥିବା ବୋଲି ଜଣା ପଡିଛି ।
ତେବେ ବନ୍ଧୁଗଣ ନିମ୍ନ ଅଦାଲତ ଙ୍କ ରାୟ ଉପରେ ଆଜି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି , ତାହେଲେ ବନ୍ଧୁଗଣ ଏ ପଟେ ତପସ୍ଵିନୀ ବେସ ଖୁସି ରେ ଅଛନ୍ତି । ତେବେ ତପସ୍ଵିନୀ ସବୁବେଳେ କହୁଥିଲେ ଯେ ମୋତେ ଟଙ୍କା ଆବଶ୍ୟକ ନହିଁ ତେବେ ସେ ଯାହା ଚାହୁଁ ଥିଲେ ତାହା ଆଜି ସତ ହୋଇଛି , ତେବେ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ କଣ ହେବା କୁ ଯାଉଛି ॥
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।