Breaking News

ଦେଖନ୍ତୁ କେମିତି ନିଜ ସାଦ ଖିଆରେ ନାଚିଲେ ହିରୋଇନ ଝିଲ୍ଲିକ (Jhilik) – ଦେଖନ୍ତୁ ଭିଡିଓ

ବନ୍ଧୁମାନେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଚଲଚିତ୍ର ରେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ କାମ କରିଛନ୍ତି । କୁପରି ଭାବରେ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଭିନୟ ରେ ସବୁ ଦର୍ଶକ ମାନକୁ ବାନ୍ଧି ରଖିଛନ୍ତି । ତେବେ ଏପରି ବହୁତ ଅଭିନେତ୍ରୀ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆସିଥାନ୍ତି ଆଉ ଯାଆନ୍ତି ମଧ୍ୟ ।

ଓଡ଼ିଆ ଇଣ୍ଡଷ୍ଟ୍ରି ର ହିରୋଇନ୍ ଝିଲିକ୍ ଭାଟ୍ଟଚାର୍ଯ୍ୟ କୁ କିଏ ବା ଜାଣିନି । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍ ଭାଟ୍ଟଚାର୍ଯ୍ୟ ଏବେ ଘରେ ଘରେ ପରିଚିତ । ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ତାଙ୍କ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ ଚର୍ଚ୍ଚା ଥାଅନ୍ତି । ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରି ସହ ସେ ବଙ୍ଗାଳି ଚଲଚିତ୍ର ରେ ମଧ୍ୟ ପ୍ରଥମ ରୁ ଅଭିନୟ କରି ଖୁବ ଚର୍ଚ୍ଚ ରେ ଥିଲେ ।

ତେବେ ସୋସିୟାଲ୍ ମିଡ଼ିଆ ପାଇଁ ଆମେ ମାନେ ସମସ୍ତ ଙ୍କ ବିଷୟ ରେ ବହୁତ ସହଜ ରେ ଜାଣି ପରୁଛେ । ତେବେ ସୋସିୟାଲ ମିଡ଼ିଆ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ଭିଡିଓ ସବୁବେଳେ ଚର୍ଚ୍ଚା ରେ ରହୁଛନ୍ତି । ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଏପରି ବହୁତ ସିନେମା କରିଛନ୍ତି ଯାହା ବହୁତ ସୁପରହିଟ୍ ହେଇ ସାରିଛି । ଅଭିନେତ୍ରି ଝିଲିକ୍ ଭାଟ୍ଟଚାର୍ଯ୍ୟ ବହୁତ ସୁପରଷ୍ଟାର ଙ୍କ ସହ ସିନେମା କରି ସାରିଛନ୍ତି । ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ଅଭିନୟ ପାଇଁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ଜଣାଶୁଣା ଅଭିନେତ୍ରୀ ହୋଇ ପାରିଛନ୍ତି ।

ଓଡ଼ିଆ ଅଭିନେତ୍ରୀ ଝିଲିକ୍ ଭାଟ୍ଟଚାର୍ଯ୍ୟ ଘରେ ଘରେ ପରିଚିତ । ଅଭିନେତ୍ରି ଝିଲିକ୍ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରିବା ପରେ ପରେ ଏବେ ସେ ଆମ ଓଡ଼ିଶା ରେ ରହିବା ସହ ସେ ଓଡ଼ିଆ ପୁଅ କୁ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଓଡିଶା ରହୁଛନ୍ତି ଝିଲିକ୍ ଭାଟ୍ଟଚାର୍ଯ୍ୟ । ତେବେ ଏବେ ସୋସିୟାଲ୍ ମିଡ଼ିଆ ରେ ଅଧିକ ଭାଇରାଲ ହେଉଛି ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ଭିଡିଓ ଟି ।

ବିବାହ ପରେ ଏବେ ଖୁସି ଖବର ଦେଇଛନ୍ତି ଝିଲିକ୍ ଭାଟ୍ଟଚାର୍ଯ୍ୟ । ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ମଧ୍ୟ ବହୁତ ଖୁସି ଅଛନ୍ତି ରାଙ୍କ ମାଆ ହେବା ଖୁସି ରେ । ବହୁତ ସେଲିବ୍ରିଟି ମାନେ କଙ୍ଗ୍ରାଜୁଲେସନ୍ ଜଣାଇଛନ୍ତି ଝିଲିକ୍ ଭାଟ୍ଟଚାର୍ଯ୍ୟ କୁ । ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ମାଆ ହେବା ଖୁସି ରେ ସମସ୍ତେ ଖୁସି ଅଛନ୍ତି । ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ସାଦ ଖିଆ ହୋଇଥିଲା ଯେଉଁଥିରେ ବହୁତ ସେଲିବ୍ରିଟି ଆସି ପହଞ୍ଚିଥିଲେ ତାହା ସହ ସମସ୍ତେ କଙ୍ଗ୍ରାଜୁଲେସନ୍ ଦେଇଥିଲେ ।

ଝିଲିକ୍ ଭାଟ୍ଟଚାର୍ଯ୍ୟ ନିଜ ସାଦ ଖିଆ ରେ ଖୁସି ହୋଇ ବହୁତ ମଜ୍ଜା ମସ୍ତି କରିଛନ୍ତି ନିଜ ସାଦ ଖିଆ ରେ । ତେବେ ଏହି ଭିଡ଼ିଓ ଟି ନିଆଁ ଭଳି ଭାଇରାଲ ହେଉଛି ଏବେ ସୋସିୟାଲ୍ ମିଡ଼ିଆ ରେ । ତେବେ ଭିଡ଼ିଓ ଟି ଦେଖିଲା ସୋସିୟାଲ ମିଡ଼ିଆ ରେ ଦେଖିଲା ପରେ ସମସ୍ତଙ୍କ ଠାରି କଙ୍ଗ୍ରାଜୁଲେସନ୍ ର ସୁଅ ଫିଟିଛି ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *