Breaking News

ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ବହୁଚର୍ଚ୍ଚିତ ଦଂପତି ମୁଁହାମୁହିଁ ହେଲେ ସୁମିତ-ତପସ୍ୱିନୀ (Sumit -Tapaswini)! – ଦେଖନ୍ତୁ ଭିଡିଓ

ବହୁତ କିଛି ଘଟଣା ରହିଛି ଯାହା ଆମେ ସୋସିୟାଲ ମିଡ଼ିଆ ରେ ଯାହା ଏବେ ସୋସିୟାଲ୍ ମିଡ଼ିଆ ଦ୍ବାରା ବହୁତ କିଛି ଖବର ବହୁତ ଜଲଦି ଜାଣି ପରୁଛେ । ତେବେ ସ୍ବାମି ସ୍ତ୍ରୀ ଝଗଡା ଯାହା ଘର ର ଚାରି କାନ୍ଥ ର ଭିତ ରେ ରହିବା କଥା ତାହା ଏବେ ସମସ୍ତେ ଜାଣି ପାରୁଛନ୍ତି । ଆଉ ସୋସିୟାଲ ମିଡ଼ିଆ ରେ ଭାଇରାଲ୍ ହେବାକୁ ଲାଗିଛି । ତେବେ ଏମିତି କିଛି ଘଟଣା କିଛି ଦିନ ପୂର୍ବ ରୁ ହେଉଛି ଯେପରି ସୁମିତ ଆଉ ତପସ୍ବନି ଙ୍କ ବିଷୟ ରେ ଏହି କେସ ଟି ବହୁତ ଦିନ ହେଲାଣି ହେଲେ ଏପର୍ଯ୍ୟନ୍ତ କିଛି ମଧ୍ୟ ସମାଧାନ ହେଇ ପାରିଲାନି ।

ଅନେକ ଦିନ ପରେ ଫୁଣି ଥରେ ଆସିଛି ନଜର ରେ ସୁମିତ ଓ ତପସ୍ବନି ଙ୍କ ଭିଡିଓ । ଯାହା ଏବେ ସୋସିୟାଲ୍ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି । ଫୁଣି ଥରେ ସୁମିତ ଓ ତପସ୍ବନି ଙ୍କ ଘଟଣା ଆଉ ଥରେ ଆଲୋଚନା ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ସୁମିତ ଆଉ ତପସ୍ବନି ଙ୍କ ବିଷୟ ରେ । ତେବେ କେଉଁ ଘଟଣା ଫୁଣି ଥରେ ନଜର ରେ ଆସିଲା ସୋସିୟାଲ ମିଡ଼ିଆ ରେ ।

ତେବେ ସୋସିୟାଲ ମିଡ଼ିଆ ରେ ଅନେକ ପାରିବାରିକ ବାଦବିବାଦ ବହୁତ ଭାଇରାଲ୍ ହେବାକୁ ଲାଗୁଚି ସୋସିୟାଲ୍ ମିଡ଼ିଆ ରେ । ତେବେ ବହୁତ ଦିନ ଧରି ସୁମିତି ଓ ତପସ୍ବନି ଙ୍କ ବାଦ ବିବାଦ ଚାଲି ଆସୁଛି ସତ ହେଲେ ତାର ଶେଷ କେବେ ବି ହଉନି । ବହୁତ କିଛି ନିର୍ଦ୍ଦେଶ ଦେଇ ସାରିଲାଣି ହାଇକୋର୍ଟ ହେଲେ ଏ ପର୍ଯ୍ୟନ୍ତ ସୁଧୁରି ପାରିଲାନି ଗୋଟିଏ ସ୍ବାମି ଓ ସ୍ତ୍ରୀ ଙ୍କ ସମ୍ପର୍କ ।

ତେବେ ବହୁତ ଦିନ ପରେ ଏବେ ହେଲେ ମୁହାଁ ମୁହିଁ ସୁମିତ ଆଉ ତପସ୍ବନି । କଣ ଏବେ ପଡିବ କି ସବୁ ବାଦ ଓ ବିବାଦ ର ପୁର୍ଣ୍ଣଚ୍ଛେଦ । ହାଇକୋର୍ଟ୍ ମଧ୍ୟସ୍ଥତା କେନ୍ଦ୍ର ରେ ବହୁ ଚର୍ଚ୍ଚିତ ଏବେ ସ୍ବାମି ଓ ସ୍ତ୍ରୀ । ବହୁ ବାଦ ବିବାଦ ପରେ ବ୍ରହ୍ମପୁର ର ବହୁ ଚର୍ଚ୍ଚିତ ଦମ୍ପତି ସୁମିତ ସାହୁ ଆଉ ତପସ୍ବନି ଦାସ ହରକୋର୍ଟ ର ମଧ୍ୟସ୍ଥତା କେନ୍ଦ୍ର ରେ ହଜାର ହୋଇ ସାରିଛନ୍ତି । ଆଜି ମଧ୍ୟସ୍ଥତା ପାଇଁ ଦିନ ଠିକ କରା ଯାଇଥିଲା ହେଲେ । ତେଣୁ ଉଭୟ ସ୍ବାମି ଓ ସ୍ତ୍ରୀ ଦୁହେଁ ନିଜ ନିଜ ଓକିଲ ଙ୍କ ସହ କୋର୍ଟ ଭିତରେ ଥିଲେ ।

ପୂର୍ବ ରୁ ସୁମିତ ସାହୁ ନେଇଥିବା ଭଡା ଘର ର ଏକ ଭିଡିଓ ପ୍ରସ୍ତୁତ କରିବାକୁ ମଧ୍ୟ ଉଭୟ ଙ୍କୁ କୁହା ଯାଇଥିଲା । ସେହି ଘରେ ଭିତ ରେ ରହିବାକୁ ଯୋଗ୍ୟ କି ନାହିଁ ତାହା କୋର୍ଟ କୁ ଜଣାଇବେ ଉଭୟ ପତି ଓ ପତ୍ନୀ । ଏହି ପରି ସୁମିତ ସାହୁ ସରକାରୀ କ୍ବାଟର ପାଇଛନ୍ତି କି ନାହିଁ ତାହା ମଧ୍ୟ ସତ୍ୟପାଠ ରେ ଉଲ୍ଲେଖ କରିବା ପାଇଁ କୋର୍ଟ ରେ ଆଦେଶ ଦିଆ ଯାଇଛି ।

ତେବେ ସବୁ ପରେ ମଧ୍ୟ ଏବଂ ବହୁତ ଦିନ ହେଲା ପରେ ଆଜି ଏକାଠି କୋର୍ଟ ରେ ହାଜିର ହେଇଛନ୍ତି ଡାକ୍ତର ସୁମିତ ସାହୁ ଆଉ ତାଙ୍କ ପତ୍ନୀ ତପସ୍ବନି ଦାସ । ତାଙ୍କ ଭିତର ର ବିବାଦ ଯାହା ସୋସିୟାଲ ମିଡ଼ିଆ ରେ ଭାଇରାଲ୍ କେବଳ ହୋଇଥିଲା ହେଲେ ଏ ପର୍ଯ୍ୟନ୍ତ କିଛି ଶୁଣାଣି ହେଇ ନଥଲା ଆଉ ସମସ୍ତେ ଅପେକ୍ଷା କରିଥିଲେ ଲୋକ ମାନେ । ଏହି ବିବାଦ ଏବେ ବୋଧଏ ଶେଷ ହେବାକୁ ଯାଉଛି ।

ଏତେ ସବୁ ପରେ ପାରିବାରିକ ବିବାଦ ମାମଲା ରେ ପୁର୍ଣ୍ଣଚ୍ଛେଦ ପଡିବ କି ଫୁଣିଥରେ ଏହି ପାରିବାରିକ ବଡ଼ ବିବାଦ ଆଗକୁ ବଢିବ ତାହା ଉପରେ ରହୁଛି ଏବେ ସମସ୍ତ ଙ୍କ ନଜର ରହିଚି ସୁମିତ ଆଉ ତପସ୍ବନି ଙ୍କ ର । ଏ ପର୍ଯ୍ୟନ୍ତ ତ ତ ସୁଧୁରି ପରିଲାଣି ତାଙ୍କ ସ୍ବାମି ଓ ସ୍ତ୍ରୀ ଙ୍କର ସମ୍ପର୍କ କଣ ହେବେ ସବୁ ଠିକ ହେଇଯିବ କ’ଣ ରହିବ କୋର୍ଟ ର ରାୟ କଣ ତପସ୍ବନି ନ୍ୟାୟ ପାଇଁ ପାରିବ ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *