Breaking News

ଜେଲ ଭିତରେ ନିରଂଜନ କୁ ଅଧ ରାତିରେ ଡରାଉଛି ମାନସ ଙ୍କ ଭୂତ, ନିରଞ୍ଜନ କହିଲେ ଏମିତି କଥା -ଦେଖନ୍ତୁ ଭିଡିଓ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହ-ତ୍ୟା-କା-ଣ୍ଡ ସହ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିସାରିଛି। ସମସ୍ତେ ଏବେ ଜେଲ ରେ ରହି ନିଜ ଅ-ପ-ରା-ଧର ଦଣ୍ଡ ଭୋଗୁଛନ୍ତି। ଗୋଟିଏ ପଟେ ମୁଖ୍ୟ ଅଭିଯୁକ୍ତକାରି ଶର୍ମିଷ୍ଠା ରିମାଣ୍ଡରେ ଥିବା ସମୟରେ ଅନ୍ୟ ଅଭିଯୁକ୍ତ ମାନେ ଜେଲ ର ଚାରିକାନ୍ଥ ଭିତରେ ଦଣ୍ଡ ଭୋଗୁଛନ୍ତି। ପୋଲିସ ଜଣକ ପରେ ଜଣକୁ ଗିରଫ କରିବା ପରେ ସମସ୍ତେ ପୋଲିସ ଆଗରେ ହ-ତ୍ୟା କ-ଥା ସ୍ବୀକାର କରିଛନ୍ତି। ତେବେ ଏହି ମାମଲାରେ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି।

ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ଅନ୍ୟ ମୁଖ୍ୟ ଅ-ଭି-ଯୁ-କ୍ତ ଅବସରପ୍ରାପ୍ତ ସରକାରୀ ବାବୁ ନିରଞ୍ଜନ ସେଠୀ ବର୍ତ୍ତମାନ ଏକାକୀ ଗୋଟିଏ ଜେଲ ସେଲ ଭିତରେ ରହୁଛନ୍ତି। ହେଲେ ଯାହା ଶୁଣିବାକୁ ମିଳିଛି, ଜେଲ ଭିତରେ କୁଆଡେ ମାନସ ସ୍ବାଇଁ ଙ୍କ ଆତ୍ମା ବାବୁ ନିରଞ୍ଜନ ଙ୍କୁ ଦେଖା ଦେଉଛି। ନିକଟରେ ଏଭଳି କିଛି ବୟାନ ଦେଇ ସଭିଙ୍କୁ ଚମକାଇ ଦେଇଛନ୍ତି ନିରଞ୍ଜନ ସେଠୀ।

ତାଙ୍କ କହିବାନୁଯାୟୀ, ରାତି ଅଧରେ କୁଆଡେ ମାନସ ଙ୍କ ଆତ୍ମା ତାଙ୍କ ସ୍ୱପ୍ନରେ ଆସି ତାଙ୍କୁ ଡରାଉଛି। ଆଉ ତାଙ୍କୁ ଜୀବ-ନ-ରୁ ମା-ରି -ଦେ-ବ ବୋଲି କହୁଛି। ତାଙ୍କୁ ଏମାନେ ଯେଭଳି ଭାବରେ ହଇରାଣ କରି ମାରିଛନ୍ତି ସେ ମଧ୍ୟ ଜଣ ଜଣ କରି ସଭିଙ୍କୁ ମାରିଦେବ ବୋଲି କହୁଛି। ସର୍ବପ୍ରଥମେ ନିରଞ୍ଜନଙ୍କୁ ମାରିଲେ ମାନସଙ୍କ ଆତ୍ମା ଶାନ୍ତି ପାଇବ ନହେଲେ ଅତୃପ୍ତ ହୋଇ ଘୁରି ବୁଲିବ ବୋଲି ସେ କହିଛନ୍ତି।

ଏତିକି ବେଳେ ଅଧ ରାତିରେ ଜେଲ ଭିତରେ ବାବୁ ନିରଞ୍ଜନ ଙ୍କ ନିଦ ଭାଙ୍ଗି ଯାଉଛି ଆଉ ସେ ନିଦରୁ ଉଠି ଦେଖିଲା ବେଳକୁ ମାନସଙ୍କ ଆତ୍ମା କୁଆଡେ ଗାଏବ ହୋଇ ଯାଉଛି। ଭୟ ରେ ନିରଞ୍ଜନ ଜୋର୍ ଜୋର ରେ ପାଟି କରି ରକ୍ଷା କରିବା ପାଇଁ ଚିଲାଉଛନ୍ତି। ଆଉ ପୋଲିସ ଅଧିକାରୀ ମାନଙ୍କ ଆଗରେ କହିଛନ୍ତି, ଏକୁଟିଆ ସେ ଜେଲ ଭିତରେ ରହି ପାରିବେ ନାହିଁ। ସାଙ୍ଗରେ ରହିବା ପାଇଁ ତାଙ୍କୁ ସାଥି ଟିଏ ଦରକାର।


ତେବେ କହିରଖୁଛୁ, କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣଠୁ ହତ୍ୟା କରିବା ଓ ମୃତଦେହ ପୋତିବା ଯାଏଁ, ସବୁ କିଛି କୁଆଡେ ହୋଇଥିଲା ଅବସରପ୍ରାପ୍ତ ସରକାରୀ ବାବୁ ନିରଞ୍ଜନ ସେଠୀଙ୍କ ଇସାରାରେ । ଶର୍ମିଷ୍ଠାଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀ ଏହି ତଥ୍ୟ ପାଇଛନ୍ତି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *