Breaking News

ଭାରତ ର ନାଁ ରଖିଲେ ଅନୁଭବ ! ଏମିତି କିଛି କାମ କରିଲେ ସାରା ଦେଶ କରୁଛି ସଲାମ -ଦେଖନ୍ତୁ ଭିଡିଓ

ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭଵ ମହାନ୍ତି ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ଘରୋଇ ବିବାଦ ମାମଲାକୁ ନେଇ ନୁହେଁ ବରଂ ଲୋକ ସଭାରେ ନିଜ ମନ୍ତବ୍ୟକୁ ନେଇ। ନିକଟରେ ଅନୁଭଵ ଲୋକସଭା ରେ ଏଭଳି କିଛି କହିଛନ୍ତି ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ।

ଏଥର କିଛି ବିଦବିୟ ମନ୍ତବ୍ୟକୁ ନେଇ ନୁହେଁ ବରଂ ଏକ ନୂତନ ପ୍ରୟାସ ବିଷୟରେ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି। ଅନୁଭଵ ଏଭଳି କିଛି ପ୍ରୟାସ ଆରମ୍ଭ କରିଛନ୍ତି ଯେଉଁଥି ପାଇଁ ଏବେ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏମିତିକି ରାଜ୍ୟ ଠୁ ଆରମ୍ଭ କରି ସମସ୍ତ ଦେଶରେ ଓ ବିଦେଶରେ ମିଡିଆ ମାନଙ୍କରେ ଏବେ ତାଙ୍କୁ ନେଇ ଜୋର୍ ସୋର ରେ ଚର୍ଚ୍ଚା।


ଆଗାମୀ ଭବିଷ୍ୟତରେ ଅନୁଭଵ ଏଭଳି କିଛି କରିବାକୁ ଯାଉଛନ୍ତି ଯାହା ଭାରତର ନାଁ କୁ ଖୁବ୍ ଉଚ୍ଚକୁ ନେବ। କାରଣ ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ହେବ ସାମରିକ କଳା ର କେନ୍ଦ୍ର। ସେଲ୍ଫ ଡିଫେନ୍ସ ଟ୍ରେନିଂ ନେବେ ୧୧ ଲକ୍ଷ ଯୁବତୀ। ସାମରିକ କାଳରେ ଓଡିଶା ତଥା ଦେଶର ନାଁ କୁ ଉଜ୍ଜଳ କରିବା ଲକ୍ଷରେ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।

ଓଡ଼ିଶାରେ କ୍ରୀଡା କୁ ଅନେକ ବର୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ତେବେ ସାମରିକ କଳା କ୍ଷେତ୍ରରେ ଓଡିଶାକୁ ଆଗେଇ ନେବା ପାଇଁ ଏଭଳି ବିରାଟ ଯୋଜନା କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ସଂସଦ ଅଧିବେଶନରେ କ୍ରୀଡ଼ା ଓ ଯୁବ ବ୍ୟାପାର ପ୍ରସଙ୍ଗରେ ରୁଲ୍ ୧୯୩ ଉପରେ ଚାଲିଥିବା ଆଲୋଚନା ବେଳେ ନିଜ ଅଭିଭାଷଣରେ ଅଭିବ୍ୟକ୍ତି ବାଖାଣିଥିଲେ ଅନୁଭବ ସେ କହିଥିଲେ, ପାଞ୍ଚଟି ଫେଜ୍ ରେ ୧୧ ଲକ୍ଷ ଯୁବତୀ ଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯିବ। ଆଉ କେବଳ ସେତିକି ନୁହଁ ଏବେ ଚାଇନା ସର୍ବାଧିକ ମାର୍ଶାଲ ଆର୍ଟ ଟ୍ରେନିଂ ଦେଉଥିବା ବେଳେ କେନ୍ଦ୍ରାପଡ଼ାରେ ଏହି ନୂଆ ରେକର୍ଡ ସୃଷ୍ଟି ହେଲେ ତାହା ଚାଇନାକୁ କାଟିବ ବୋଲି ଅନୁଭବ କହିଛନ୍ତି ।

ତେବେ ଏଭଳି ଏକ ଐତିହାସିକ ଘୋଷଣା କରିବା ପରେ ଅନୁଭବଙ୍କୁ ନେଇ ଏବେ ସବୁଠି ପ୍ରଶଂସା କରାଯାଉଛି।ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *