ଦର୍ଶକ ବନ୍ଧୁ ଆନ୍ଧ୍ରା ରାଜ୍ୟ ପାଲ ହେବେ ପରବର୍ତ୍ତୀ ରାଷ୍ଟ୍ରପତି , ହଁ ବନ୍ଧୁ ବିଶ୍ବଭୂଷଣ ହେବେ ପରବର୍ତ୍ତୀ ରାଷ୍ଟ୍ରପତି ଦେଶ ର ପ୍ରଥମ ଓଡିଆ ରାଷ୍ଟ୍ରପତି , ତେବେ ୟୁପି ନିର୍ବାଚନ ରେ ପରେ ତେଜିଲା ଜୋରସୋର ଚର୍ଚ୍ଚା , ତେବେ କଣ ସମର୍ଥନ କରିବ ସମଦ୍ଵାରତ କଥା କହୁଥିବା ବିଜେଡ଼ି । ତେବେ ଓଡିଆ ଅସ୍ମିତା ଙ୍କୁ ହତାଦର କରିଦେବେ ନହିଁ ତ ନବୀନ ପଟ୍ଟନାୟକ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପରବର୍ତ୍ତୀ ରାଷ୍ଟ୍ରପତି ହେବା ପାଇଁ ଆନ୍ଧ୍ର ର ରାଜ୍ୟପାଳ ବିଶ୍ବଭୂଷଣ ବେସ ଚର୍ଚ୍ଚା ରେ ଅଛନ୍ତି ।
ୟୁପି ନିର୍ବାଚନ ପରେ ଏହା ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛି , ତେବେ ବନ୍ଧୁଗଣ କହିବାକୁ ଗଲେ ବିଶ୍ବଭୂଷଣ ଆମ ଓଡିଶା ର ବିଜେପି ର ଜଣେ ବଡ ବରିଷ୍ଠ ନେତା ରାଷ୍ଟ୍ରପତି ଆସନ ଚୁଡାନ୍ତ ନିଷ୍ପତ୍ତି ହୋଇଉ ନହିଁ କିନ୍ତୁ ଦିଲ୍ଲୀ ମହଲ ରେ ଏହା କୁ ନେଇ ବେସ ଚର୍ଚ୍ଚା ଓ ଆଲୋଚନା ରହିଛି , ତେବେ ରାଷ୍ଟ୍ରପତି ରମାନାଥ ଗୋବିନ୍ଦ ଙ୍କ କାର୍ଯ୍ଯକାଳ ଜୁଲାଇ ମାସ ରେ ସେସ ହେଉଛି । ତେବେ ଏହା ପୂର୍ବ ରୁ ଦେଶ ସର୍ବୋଚ୍ଚ ସାମ୍ଭିଦାନିକ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ।
ତେବେ ବିଜେପି ନେତୃତ୍ଵ ଅଧୀନ ରେ ଏନଡ଼ିଏ ପଦ କୁ ଜାରି ରଖିବା ପାଇଁ ଓ ଏଥିରେ ସଫଳ ହେବା ପାଇଁ ବର୍ତ୍ତମାନ ଠାରୁ ଅଙ୍କ ଗଣା ଗଣି ଚାଲିଛି , ତେବେ ବନ୍ଧୁଗଣ ମ୍ୟାଜିକ ନମ୍ବର ପର୍ଯ୍ୟନ୍ତ 9 ହଜାର 625 ପଏଣ୍ଟ ଦୂର ରେ ରହିଛି । ତେବେ ବନ୍ଧୁଗଣ ତେଲେଙ୍ଗାନା ମୁଖ୍ୟ ମନ୍ତ୍ରୀ ଏବଂ ତାଙ୍କ ପାର୍ଟି ଦଳ ଟିଆରଏସ ବିଜେପି ପ୍ରତି ଅଧିକ ଆକୃଷ୍ଟ ବୋଲି ଅନୁଭବ ହୋଇଛି ଓ ସେ ସମର୍ଥନ ଦେବେ ନହିଁ ,
ତେବେ ଆନ୍ଧ୍ର ଓ ଓଡିଶା ମୁଖ୍ୟମନ୍ତ୍ରୀ ଏହି ଦୁଇ ରାଜ୍ୟ ସମର୍ଥନ କରିବା ପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ ବୋଲି ଅଙ୍କ କଶା ଆରମ୍ଭ କରିଛି ତେବେ ବନ୍ଧୁଗଣ ୟୁପି ନିର୍ବାଚନ ପରେ ବିଜେପି ର ଏକ ବୈଠକ ରେ ବିଶ୍ଵ ଭୂଷଣ ଙ୍କ ନାମ କୁ ନେଇ ହାଲୁକା ନିଆ ଯାଉଥିଲା ଓ ବର୍ତ୍ତମାନ ସମୟ ରେ ଏହା କୁ ଗୁରତର ଭାବେ ନେଇଛନ୍ତି ବିଜେପି କେନ୍ଦ୍ରୀୟ ନେତା , ତେବେ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ଭିତରେ କଣ ହେଉଛି ॥
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।