Breaking News

ବାପା ୮୦ ହଜାର କୋଟିର ମାଲିକ ହେଲେ ମଧ୍ୟ ପୁଅ ମାତ୍ର ୩୦ ଲକ୍ଷ ଟଙ୍କାରେ ଖେଳୁଛି କ୍ରିକେଟ !! ଖେଳାଳି ଙ୍କ ନାମ ଶୁଣିଲେ ଆପଣ ଆଶ୍ଚର୍ଯ ହେବେ – ଦେଖନ୍ତୁ

ଆଜିର ଦିନରେ କ୍ରିକେଟ ଏଭଳି ଏକ କ୍ରୀଡା ପାଲଟିଛି ଯାହାକୁ ନେଇ ଯୁବ ପିଢ଼ି ଙ୍କ ଭିତରେ ଦେଖିବାକୁ ମିଳୁଛି ଏକ ଭିନ୍ନ ଧରଣର କ୍ରେଜ୍। ଯୁବପିଢି ମାନେ ନିଜ ପ୍ରିୟ ଖେଳାଳି ମାନଙ୍କୁ ଦେଖି ତାଙ୍କ ଠାରୁ ଅନୁପ୍ରେରିତ ହୋଇପାରିଛନ୍ତି। ଥରୁଟିଏ ଯିଏ କ୍ରିକେଟ୍ ଫିଲ୍ଡ ରେ ନିଜର ସଠିକ୍ କ୍ରୀଡା ଦେଖାଏ କ୍ରିକେଟ ତାକୁ ଏକ ନୂଆ ପରିଚୟ ଦିଏ।


ଯେପରିକି ସମସ୍ତେ ଜାଣିଥିବା କ୍ରିକେଟ ରେ ଦିନିକିଆ, ଟି-୨୦ ଭଳି ଅନେକ ମ୍ୟାଚ୍ ଥିଲେ ମଧ୍ୟ ସବୁଠୁ ବେଶୀ ଚର୍ଚ୍ଚା ରହିଥାଏ ଆଇପିଏଲ ମ୍ୟାଚ୍ କୁ ନେଇ। ଭାରତରେ ଆମର ଆଇପିଏଲ କୁ ନେଇ ଲୋକ ମାନଙ୍କ ମଧ୍ୟରେ ଏକ ଭିନ୍ନ ଧରଣର କ୍ରେଜ୍ ରହିଛି।
ଏହି ଆଇପିଏଲ ମ୍ୟାଚ୍ ଦେଶର କିଛି ଯୁବ ପିଢ଼ି ମାନଙ୍କୁ ଖେଳିବାର ସୁଯୋଗ ଦେଇଥାଏ। ଥରୁଟିଏ ଆଇପିଏଲ ରେ ପ୍ରଦର୍ଶନ ଭଲ ରହିଲେ ସେହି ଖେଳାଳିଙ୍କ ଭାଗ୍ୟ ବଦଳିଯାଏ।


ତେବେ ଆପଣ ଜାଣିଥିବେ, ଆଇପିଏଲ ମ୍ୟାଚ୍ ରୁ ଖେଳାଳି ମାନେ କୋଟି କୋଟି ଟଙ୍କା ଆୟ କରିଥାନ୍ତି। କ୍ରିକେଟ ରେ କିଛି ଖେଳାଳି ଏଭଳି ଅଛନ୍ତି ଯେଉଁମାନେ ଟଙ୍କା ପାଇଁ କ୍ରିକେଟ ଖେଳିଥାନ୍ତି ତ ଆଉ କେହି ଏଭଳି ଅଛନ୍ତି ଯିଏ ନିଜ ପ୍ୟାସନ ପାଇଁ କ୍ରିକେଟ ଖେଳିବାକୁ ଭଲ ପାଇଥାନ୍ତି। ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଯୁବ ଖେଳାଳି ଙ୍କ ବିଷୟରେ କହିବୁ ଯିଏ ଅନ୍ୟ ଯୁବ ପ୍ରତିଭା ମାନଙ୍କ ପାଇଁ ଏକ ପ୍ରେରଣା ପଲଟିବେ। କାରଣ ଇଏ ଏଭଳି ଜଣେ ଖେଳାଳି ଯିଏ ନିଜ ବାପା ଙ୍କର ୮୦ ହଜାର କୋଟି ର ସମ୍ପତି ଛାଡ଼ି କ୍ରିକେଟ ରେ ସାମିଲ ହୋଇଛନ୍ତି।


ତେବେ ଆଇପିଏଲ ରେ ସାମିଲ ହୋଇଥିବା ଏହି ଯୁବ ଖେଳାଳି ଙ୍କ ନାଁ ହେଉଛି ଆର୍ୟବାନ୍ ବିର୍ଲା। ଯିଏକି ନିଜର ପ୍ୟାସନ୍ ପାଇଁ କ୍ରିକେଟ ରେ ପାଦ ଦେଇଛନ୍ତି। ବିଗତ ବର୍ଷ ରେ ରାଜସ୍ତାନ୍ ରୟାଲ୍ସ ଟିମ୍ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲେ। ଯାହା ପରେ ସେ ଚର୍ଚ୍ଚାକୁ ଆସିଥିଲେ।

କହିରଖୁଛୁ, ଆର୍ୟବାନ୍ ବିର୍ଲା ହେଉଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ଆଦିତ୍ୟ ବିର୍ଲା ଗୃପ୍ ର ଚେୟାର୍ ମ୍ୟନ୍ ମଙ୍ଗଳ ବିର୍ଲା ଙ୍କର ଏକ ମାତ୍ର ପୁଅ। ବିର୍ଲା ଗୃପ୍ ର ଏକମାତ୍ର ଉତ୍ତରାଧିକାରୀ ହୋଇ ମଧ୍ୟ ଆର୍ୟବାନ୍ ନିଜର ପ୍ୟାସନ କୁ ଫଲୋ କରନ୍ତି। ଯାହାକୁ ଅନ୍ୟ ଯୁବ ପୀଢ଼ି ମାନଙ୍କ ପାଇଁ ଏକ ପ୍ରେରଣା ପାଲଟିବ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *