Breaking News

Big Exclusive: ନିଜ ଜୀବନର ଅନେକ ଅକୁହା କଥା କହିଲେ କମେଡି କିଙ୍ଗ ଜୟୀରାମ ସାମଲ (Jairam Samal) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ବରିଷ୍ଠ ଅଭିନେତା ମାନେ ଅଛନ୍ତି , ଯେଉଁ ମାନେ କି ଦୀର୍ଘ ବର୍ଷ ହେବ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି । ଭିନ୍ନ ଭିନ୍ନ ଚରିତ୍ର ରେ ଅଭିନୟ କରି ଆସୁଛନ୍ତି , ସମସ୍ତ ଙ୍କ ପ୍ରିୟ ହେଉଛନ୍ତି ହାସ୍ୟ ଅଭିନେତା ମାନେ । ଏହି ହାସ୍ୟ ଅଭିନେତା ମାନେ। ନିଜ ଜବରଦସ୍ତ କମେଡି ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ।

ଆପଣ ମାନେ ବରିଷ୍ଠ ହାସ୍ୟ ଅଭିନେତା ଜୟୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ଜଣକ ନିଜ ଜବରଦସ୍ତ କମେଡି ପାଇଁ ବେଶ୍ ଲୋକ ପରିଚିତ ବିଶେଷ କରି ଜୟୀ ଙ୍କ କୁକୁଡ଼ା ହସ। ଟି ଦର୍ଶକ ମାନ ଙ୍କ ବେଶ୍ ପସନ୍ଦ ଆସିଥାଏ । ବର୍ତ୍ତମାନ ସମୟ ରେ ତ ଆଉ ଜୟୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । ଆଜି ଆମେ ଜୟୀ ଙ୍କ ବିଷୟ ରେ କିଛି ଜାଣିବା ଯାହା କି ସେ ନିଜେ କହିଛନ୍ତି ।

ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ଜୟୀ ରାମ ସାମଲ ଯିଏ କି ନିଜ ଅଭିନୟ ଜୀବନୀ ମଧ୍ୟ ରେ ବ୩୦୦ ରୁ ଅଧିକ ଚଳଚ୍ଚିତ୍ର ରେ ଅଭିନୟ କରିବା ସହ ଅନେକ ଧାରାବାହିକ ରେ ନଜର ଆସିଛନ୍ତି । ପିଲା ଟି ଦିନ ରୁ ଅଭିନୟ କରିବା ଇଚ୍ଛା ରଖିଥିଲେ । ପ୍ରଥମ ଚଳଚ୍ଚିତ୍ର ସ୍ତ୍ରୀ ରେ ସେ ସମ୍ରାଟ ହୋଇଥିଲେ ଓ ଏହି ଚଳଚ୍ଚିତ୍ର ଟି ରିଲିଜ୍ ହୋଇଥିଲା ।

ଗୋଟିଏ ବଡ ଦୁଃଖ ର ଖବର ଯେ ଚଳଚ୍ଚିତ୍ର ରେ ଜୟୀ ରାମ ସାମଲ ଙ୍କ ଦୃଶ୍ୟ ଟି କଟା ଦିଆ ଯାଇଥିଲା ଓ ଯାହା ଫଳ ରେ କି ସେ ସେଠାରୁ ପଳାଇ ଆସିଥିଲେ । ଏହି ଭଳି ଭାବେ ଅନେକ କିଛି କଥା କହିଥିଲେ ଏକ ସାକ୍ଷାତକାର ରେ । ଆପଣ ମାନେ ଜୟୀ ଙ୍କ ଅନେକ ଚଳଚ୍ଚିତ୍ର ଦେଖିଥିବେ , ସମସ୍ତ ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ କମେଡି ଦେଖାଇ ଦର୍ଶକ ମାନ ଙ୍କୁ ବେଶ୍ ହସାଇ ଥିଲେ ।

ଏହି ଅଭିନେତା ମାନ ଙ୍କ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲା କିନ୍ତୁ ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରି ସେହିଭଳି ଲୋକ ପ୍ରିୟ ଆଉ ନାହିଁ କାରଣ ଦର୍ଶକ ମାନେ ନିଜ ପସନ୍ଦ ର ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଦେଖିବା କୁ ପାଉ ନାହାଁନ୍ତି ଓ ଯାହା ଫଳ ରେ କି ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟତା କମିବା ରେ ଲାଗିଛି । ଓଡ଼ିଆ ଇଣ୍ଡଷ୍ଟ୍ରି ବର୍ତ୍ତମାନ ସମୟ ରେ କେବଳ କପି ପେଷ୍ଟ ଚଳଚ୍ଚିତ୍ର ଯୋଗୁ ଲୋକ ପ୍ରିୟତା କମୁ ନାହିଁ।

ବରଂ ନୂତନ ଅଭିନେତା ଓ ଅଭିନେତ୍ରୀ ଙ୍କ ଅଭିନୟ କୁ ଦେଖିବା ପାଇଁ ଦର୍ଶକ ମାନେ ଇଛୁକ ନୁହଁନ୍ତି କାରଣ ପୂର୍ବ ରୁ ଦର୍ଶକ ମାନ ଙ୍କୁ ମନୋରଞ୍ଜନ କରାଇ ଥିବା ଲୋକ ପ୍ରିୟ ଅଭିନେତା ମାନେ କପି ପେଷ୍ଟ ଚଳଚ୍ଚିତ୍ର କରୁଥିଲେ ତଥାପି ଫିଲ୍ମ ହିଟ ହୁଏ ଓ ବର୍ତ୍ତମାନ ସମୟ ରେ ସେହି ଜିନିସ ଘଟୁ ଥିଲେ ମଧ୍ୟ ଦର୍ଶକ ମାନେ ନିଜ ପସନ୍ଦ ର ଅଭିନେତା ମାନ ଙ୍କୁ ଦେଖିବାକୁ ପାଉ ନାହାଁନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *