Breaking News

(Breaking News) ଗିରଫ ହେଲା ହନିଟ୍ରାପ ସୁନ୍ଦରୀ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ,ଘରୁ ଉଠାଇ ନେଲା ପୋଲିସ … ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆସି ଯାଇଛି ଅର୍ଚ୍ଚନା ନାଗ ଙ୍କୁ ଏକ ଖବର । ହଁ ବନ୍ଧୁ ସାରା ରାଜ୍ୟ ରେ ଚର୍ଚ୍ଚା ରେ ଥିବା ଲେଡି ବ୍ଲା-କ ମେଳର ଅର୍ଚ୍ଚନା ନାଗ ଙ୍କ ଗୋଟିଏ ପରେ ଆଉ ଗୋଟିଏ ଗୁମର ଖୋଲିବା ରେ ଲାଗିଛି । ବନ୍ଧୁଗଣ ଅର୍ଚ୍ଚନା ନାଗ ନିଜ କାର୍ଯ୍ୟ ପାଇଁ ବିବାଦ କୁ ଆସିବା ପରେ ୭ ତାରିଖ ରେ ଗିରଫ ହୋଇଥିଲେ ।

ଅର୍ଚ୍ଚନା ନାଗ ଙ୍କୁ ୧୭ ତାରିଖ ରେ ଜାମିନ କୁ ନା ମଞ୍ଜୁର କରି ଦେଇଥିଲେ sdjm କୋର୍ଟ । ବନ୍ଧୁଗଣ ରାତା ରାତି ଅର୍ଚ୍ଚନା ନାଗ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଓ ନେତା ଓ ଅଭିନେତା ଙ୍କୁ ବ୍ଲାକ ମେଲିଂ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ , ବର୍ତ୍ତମାନ୍ ସମୟ ରେ ଅର୍ଚ୍ଚନା ଙ୍କୁ ନେଇ ଅନେକ ଖବର ଆସୁ ଥିବା ସମୟ ରେ ବର୍ତ୍ତମାନ୍ ଆଉ ଏକ ଖବର ଆସି ଯାଇଛି । ହଁ ବନ୍ଧୁ ଅର୍ଚ୍ଚନା ନାଗ ଙ୍କ ସ୍ବାମୀ ଜଗବନ୍ଧୁ ଙ୍କୁ ଗିରଫ କରିଛି ପୋଲିସ ।

 

 

 

ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ପୋଲିସ ଭୁବନେଶ୍ଵର ସତ୍ୟ ବିହାର ବାସ ଭବନ ରୁ ଜଗବନ୍ଧୁ ଙ୍କୁ ଗିରଫ କରିଛି । ଆଜି ଯଦି ଅର୍ଚ୍ଚନା ନାଗ ନିଜ କଳା ସାମ୍ରାଜ୍ୟ ବଢ଼ାଇ ପାରିଛି ତେବେ ଏହା ପଛ ର ମାଷ୍ଟର ମାଇଣ୍ଡ ହେଉଛି ଜଗବନ୍ଧୁ । କାହାକୁ କେମିତି ଫସାଇବା ଓ ତାଙ୍କୁ ବ୍ଲାକ ମିଲିଂ କରିବା ର ର ପ୍ରିପ୍ଲାନ କରୁଥିଲା ଜଗବନ୍ଧୁ । ଅର୍ଚ୍ଚନା ନାଗ ଗିରଫ ହେବା ପରେ ଜଗବନ୍ଧୁ ଫେରାର ହୋଇ ଯାଇଥିଲା ।

 

 

 

 

ଜଗବନ୍ଧୁ ଫେରାର ହେବା ପରେ ତାକୁ ଧରିବା ପାଇଁ କମିଶନରେଟ ପୋଲିସ ର ସ୍ବତନ୍ତ୍ର ଟିମ୍ ଜାଲ ବିଛାଇଥିଲା । ଅର୍ଚ୍ଚନା ନାଗ ଗିରଫ ହେବା ପରେ ଜଗବନ୍ଧୁ ଫେରାର ହୋଇ ସତ୍ୟବିହାର ର ସ୍ଥିତ ଆଲିସାନ ଘରେ ଲୁଚିଥିବା ନେଇ ପୋଲିସ୍ କୁ ଖବର ମିଳିଥିଲା । ପରେ ପୋଲିସ ସେଠାକୁ ଯାଇ ଜଗବନ୍ଧୁ କୁ ଗିରଫ କରିଥିଲା । ଅର୍ଚ୍ଚନା ନାଗ ପରେ ବର୍ତ୍ତମାନ୍ ସମୟ ରେ ସ୍ୱାମୀ ଜେଲ କୁ ଗଲେ ।

 

 

 

ନିଜ କଳା କାରନାମା ପାଇଁ ବର୍ତ୍ତମାନ୍ ସମୟ ରେ ଉଭୟ କଳା କୋଠରୀ ବନ୍ଦ ହୋଇ ରହିବେ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହା ହେଉଛି ସବୁଠୁ ବଡ ଖବର ଯେ ଜଗବନ୍ଧୁ ଗିରଫ କରିଛି ପୋଲିସ । ଆଗ କୁ ଏହା କୁ ନେଇ ଆହୁରି ଅନେକ ଖବର ଆସିବାକୁ ଯାଉଛି

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *