Breaking News

(Breaking News) ଦୀପିକାଙ୍କ ମାଡ଼ରେ ମହିଳା କାନ୍ଦି ପକେଇଲେ.. କିଏ ସେ ମହିଳା , କଣ ପାଇଁ ଦୀପିକା ତାଙ୍କୁ … ଦେଖନ୍ତୁ ଭିଡିଓ

ଦୀପିକା ଙ୍କ ଚାପୁଡା ରେ ମହିଳା ଗଁ ଗଁ ଡାକିଲେ । ଇୟାଡୁ ସିଆଡୁ ଦୌଡିବାକୁ ଲାଗିଲେ । କାରଣ ଦୀପିକା ଙ୍କ ସପ୍ତ ଜାବୁଡା ରେ ପୁରା ଦୁନିଆ ତାଙ୍କୁ ଅନ୍ଧାର ଦେଖା ଯାଉଥିଲା । ମୁଣ୍ଡ ଘିରି ଘିରି କରି ବୁଲେଇ ଥିଲା । କାରଣ ଦୀପିକା ମାରିଲା ଭଳି ମାଡ ଟିଏ ମାରି ଥିଲେ । ହଁ ବନ୍ଧୁଗଣ ଏ ମହିଳା ଜଣକ କିଏ କାହିଁକି ଦୀପିକା ଏହି ମହିଳା ଜଣକୁ ଚାପୁଡା ମାରିଲେ । ଏ ନେଇ ପ୍ରଶ୍ନ ସମସ୍ତ ଙ୍କ ମନ ରେ ଉଙ୍କି ମାରୁଛି ।

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଦୀର୍ଘ 2 ମାସ ହେବ କେ ଦୀପିକା ନିଜର ହକ ପାଇବା ପାଇଁ ନିଜ ପୁଅ କୁ ତା ବାପା ର ପରିଚୟ୍ ଦେବା ପାଇଁ ଦିନେସ୍ ର ଘର ଆଗ ରେ ଧାରଣା ରେ ବସିଛନ୍ତି । ଆଉ ଏହା ଭୀତ ରେ ନାନା ବାଧା ବିଘ୍ନ୍ ମଧ୍ୟ ଉପୁଜୁଜି । କେତେବେଳେ ତାଙ୍କ ପାଲକୁ ଚିରା ହେଉଛି ତ କେତେବେଳେ ତାଙ୍କୁ ଲଡ଼ୁ ମାଗୁଚି । ଏମିତି ଏନେକ୍ ଗୁଡିଏ ଅଭିଯୋଗ ଆସିଛି କିନ୍ତୁ ଏହାରି ଭୀତ ରେ ଆଜି ସକାଳୁ ସକାଳୁ ଏମିତି ଏକ ଭିଡିଓ ଦେଖା ଯାଇଥିଲା ଯାହା କୁ ନେଇ ସମସ୍ତେ ଆଶ୍ଚର୍ୟ୍ଯ ଚକିତ୍ ହୋଇ ଯାଇଥିଲେ ।

ଆଉ ଦିପିଲା ଢ଼ୋ ଢ଼ୋ କରି ମାରି ଥିଲେ । ଆଉ ତାଙ୍କ ମାଡ ର ଶବ୍ଦ ରେ ମହିଳା ଜଣକ ଗଁ ଗଁ ହେଇ ଡାକ ଦେଇ ଥିଲେ । ଏଠି କହିବାକୁ ଚାହୁଁଛୁ ଆଜି ସକାଳୁ ଯେତେବେଳେ କେ ଦୀପିକା ଧାରଣା ରେ ବାସି ଥିଲେ ଏକ ମହିଳା ତାଙ୍କୁ ଯାଇ ସମାଜ ସେବି ପ୍ରମିଳା ତ୍ରିପାଠି ଙ୍କ ନଂ ମାଗି ଥିଲେ । ଆଉ ଦୀପିକା ଆସ୍ତେ କି ପାଖ କୁ ଡାକି ଥିଲେ । ଆଉ ପାଖ କୁ ଆସିଲା ପରେ ଦୀପିକା ଯେତେବେଳେ ଅନୁଭବ କଲେ ତାଙ୍କ ହାତ ମହିଳା ଙ୍କ ଗାଲ ପାଖ କୁ ଯିବ ସେତେବେଳେ ଧଡ଼ାସ କିନା ଏକ ମାଡ଼ ବସିଲା ।

ତେବେ ଖବର ଭୀତ ର କୁ ଯିବା ପୂର୍ବ ରୁ ଶୁଣି ନିଅନ୍ତୁ କୁ ଘଟଣା କଣ ଘଟି ଥିଲା । ମହିଳା ଜଣକ କୁଆଡେ ଦୀପିକା ଙ୍କୁ ଭାଷା ଅଭାଷା କହି ଥିଲେ । ଆଉ ଯାହାର ସୁବିଧା ସୁଯୋଗ ର ଅପେକ୍ଷା ରେ ଥିଲେ କେ ଦୀପିକା । ଆଉ ସୁବିଧା ମିଳିଲା ଆଉ ନିଜ ର ରାଗ ମଧ୍ୟ ସୁଜେଇ ଦେଲେ । ଆଉ ତା ପରେ ମହିଳା ଜଣକ ବି ପାଖ ରେ ଥିବା ଟେକା ପଥର ବି ଦୀପିକା ଙ୍କ ଉପରକୁ ପକାଇ ଥିଲେ । ଆଉ ପାଖ ରେ ଥିବା ପୋଲିସ ଘଟଣା କୁ ନିଜ ଅୟତ୍ତ କୁ ନେଇ ଥିଲେ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *