ବନ୍ଧୁଗଣ ଆପଣ ମାନେ ଏବେ ଏକ ଭାଇରାଲ୍ ଭିଡିଓ କୁ ଦେଖି ଥିବେ ଯାହା ଏବେ ବହୁତ ମାତ୍ରା ରେ ଭାଇରାଲ୍ ହେବାକୁ ଲାଗୁଚି । ବନ୍ଧୁଗଣ ଓଡ଼ିଆ ଇଣ୍ଡଷ୍ଟ୍ରି ବିଷୟ ରେ ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି କିନ୍ତୁ ଏହି ଖବର ଟି ଜାଣିଲେ ଆପଣ ମାନେ ମଧ୍ୟ ଅଶ୍ଚର୍ୟ୍ଯ ହୋଇ ଯିବେ । ଯାହା କି ଓଡିଆ ଇଣ୍ଡିଆସ ରେ ପ୍ରଥମ ଥର ପାଇଁ ହେଉଛି ଏହା ପୂର୍ବ ରୁ ଏମିଟୁ ସମୟ କେବେ ହେଲେ ଆସି ନଥିଲା ତେବେ ଆସନ୍ତୁ ଜାଣିବା ଏହା ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ । ବନ୍ଧୁଗଣ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ।
ବନ୍ଧୁଗଣ ପ୍ରଥମ ଥର ପାଇଁ ସରକାରି କଲ୍ୟାଣ ମଣ୍ଡପ ରେ ରିଲିଜ ହେଲା ଓଡ଼ିଆ ସିନେମା । ଦିନ କୁ ଦିନ ସୁଚନିୟ୍ ହେଉଛି ଓଲିଓଡ ର ସ୍ଥିତି । ବର୍ତ୍ତମାନ ସମୟରେ ଦର୍ଶକ ମାନେ ଓଡ଼ିଆ ସିନେମା ରୁ ମୁହଁ ବୁଲେଇ ଦେଉଛନ୍ତି । ଯାହା ବି କିଛି ଦର୍ଶକ ମାନେ ଦେଖୁ ଥିଲେ କିମ୍ବା ଯାହା ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ବଞ୍ଚି ଥିଲା ତାହା ବର୍ଷ କୋଭିଡ୍ କଟକଣା ପାଇଁ ସବୁ ନଷ୍ଟ ହୋଇ ଯାଇଛି । ଏହାର କାରଣ ଯାହା ହେଉ ନା କାହିଁକି କିନ୍ତୁ ଦିନ କୁ ଦିନ ଓଡ଼ିଆ ଇଣ୍ଡଷ୍ଟ୍ରି ତାର ଲୋକ ପ୍ରିୟତା କୁ ହରେଇ ବସୁଛି । ଏହା ମିଛ ନୁହଁ ଏହା ହିଁ ସତ ।
ତେବେ ବର୍ତ୍ତମାନ ସମୟରେ ସ୍ଥିତି ଏମିତି ହେଉଛି କି ଓଡ଼ିଆ ସିନେମା ର ରିଲିଜ ପାଇଁ ହଲ ମିଳୁ ନାହିଁ । ହଲ୍ ମିଳୁ ନଥିବା କାରଣ ରୁ ଶେଷ ରେ ପ୍ରଜୋଜକ୍ ବାଧ୍ୟ ହୋଇ ନୂଆ ଫିଲ୍ମ କୁ ସରକାରୀ କଲ୍ୟାଣ ମଣ୍ଡପ ରେ ରିଲିଜ୍ କରୁଛନ୍ତି । ଏମିତି କିଛି ଦେଖି ବାକୁ ମିଳିଛି ଅଡ଼ ଗାଁ ର ସରକାରି କଲ୍ୟାଣ ମଣ୍ଡପ ପରିସର ରେ ।
ତାହେଲେ ଆପଣ ମାନେ ଏହି ସିନେମା ର ନାଁ ମଧ୍ୟ ଜାଣିବାକୁ ଚାହୁଥିବେ ତେବେ ଏହି ସିନେମା ର ନାଁ ହେଉଛି ପ୍ରେମ ହେଲା ରିକ୍ସ୍ ହେଲା ମୋତେ ଇକ୍ସ୍ । ଆଉ ଏହି ସିନେମା ରେ ଅଭିନୟ କରିଛନ୍ତି ସୈଳେନ୍ଦ୍ର ଓ ଦିବ୍ୟା ।
ତେଣୁ ରାଜ୍ୟ ରେ ଓଲିଓଡ ଇଣ୍ଡଷ୍ଟ୍ରି ଦିନ କୁ ଦିନ ଖରାପ ଗତି ରେ ହିଁ ଯାଉଛି । ଯାହାକି ବର୍ତ୍ତମାନ ଏହି ଘଟଣା ସମସ୍ତ ଙ୍କ ଆଗରେ ସ୍ପଷ୍ଟ କରି ଦେଉଛି । ଏହି ସିନେମା ର ପ୍ରଜୋଜକ୍ କଲ୍ୟାଣ ମଣ୍ଡପ ରେ ହୋଇ ରିଲିଜ ହେବା କଥା ସାରା ରାଜ୍ୟ ରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।