Breaking News

(Breaking News) ” ସୁଧୁରିବା ର ଅଛି ସୁଧୁରି ଯା ନଚେତ ଦେଖିବୁ ମୁଁ ତୋର କଣ କରିବି ” : ଖେଳାଳି ଦୁତି ଚାନ୍ଦ (Dutee Chand) ବଡ ଭଉଣୀ କୁ ରୋକ ଠୋକ ଦେଲେ ଧମକ … ଦେଖନ୍ତୁ

ଆର୍ନ୍ତଜାତୀକ ଖେଳାଳି ଦୁତି ଚାନ୍ଦ ବଡ ଭଉଣୀ କୁ ରୋକ ଠୋକ ଦେଲେ ଧମକ । ସୁଧୁରିବା ର ଅଛି ସୁଧୁରି ଯା ନଚେତ ଦେଖିବୁ ମୁଁ ତୋର କଣ କରିବି । ଆଉ ତାହା ବି ତୁ ବହୁତ ଭଲ ଭାବରେ ଜାଣିଛୁ ମୁଁ କଣ କରି ପାରିବି । ନିଜ କୁ ଷଣ୍ଢ କହି ଜଣେ ବଙ୍ଗାଳି ଦେଶୀ ଝିଅ କୁ ନିଜ ପାଖ ରେ ରକ୍ଷିତା କରି ରଖିଛୁ । ତା ନାଁ ରେ ହଇଚଇ କରି ଆଧାର କାର୍ଡ ପ୍ୟାନ୍ କାର୍ଡ ରଖି ଲାଇସେନ୍ସ୍ ବନାଇ ଭାରତ ରେ ଭାରତ ବାସୀ କରି ରଖିଛୁ । ହଁ ଆଜ୍ଞା ଏଭଳି ସୋସିଆଲ ମିଡ଼ିଆ ରେ ପୋଷ୍ଟ୍ କରିଛନ୍ତି ଦୁତି ଚାନ୍ଦ ।

ନିଜ ବଡ଼ ଭଉଣୀ ଙ୍କ ବିଷୟ ରେ ଏଭଳି ସବୁ ଲେଖିଛନ୍ତି ଦୁତି ଚାନ୍ଦ । ଆଉ ଲେଖିଛନ୍ତି ପୋଲିସ ର ଧମକ୍ ଦେଖାଇ ଗୋଟିଏ ବଙ୍ଗାଳା ଦେଶୀ ଝିଅ କୁ ଜୋର ଜବରଦସ୍ତୀ କରି ତାକୁ ରକ୍ଷିତା କରି ରଖିଛି । ଜୋର ଜବରଦସ୍ତୀ କରି ତା ନାଁ ରେ ଆଧାର କାର୍ଡ ପ୍ୟାନ୍ କାର୍ଡ ଆଉ ଲାଇସେନ୍ସ ବନାଇ ତାକୁ ଭାରତ ର ବାସିନ୍ଦା ବନେଇ ରଖିଛୁ । ଆଉ ଏ ସବୁ ଏଇଠି ପାଇଁ ଏତେ ସହଜ କାରଣ ସାରସ୍ବତି ଚାନ୍ଦ ଜଣେ ପୋଲିସ ଅଧି କାରିଣି । ନିଜ ଦକ୍ଷତା ର କୁଆଡେ ଦୁରୁପଜୋଗ୍ କରୁଛନ୍ତି ବୋଲି ଦୁତି ଚାନ୍ଦ ନିଜେ ଫେସବୁକ ରେ ପୋଷ୍ଟ୍ କରିଛନ୍ତି ।

ଆପଣ ମାନେ ମଧ୍ୟ ଦେଖି ପାରୁଥିବେ ଏହି ପୋଷ୍ଟ୍ କୁ । ତାହା ସହ ସେ ଆହୁରି ମଧ୍ୟ ଲେଖିଛନ୍ତି କି ଏହି ପରି ଆହୁରି ବାଙ୍ଗାଲା ଦେଶୀ ଓ ନେପାଳ ର ନାଗରିକ ମାନଂକୁ ଓଡିଶା କୁ ଆଣି ଭାରତ ର ବାସିନ୍ଦା ବନେଇବୁ । ଏଭଳି କହି ସରସ୍ବାତି ଚାନ୍ଦ୍ ଯିଏ ତାଙ୍କ ର ବଡ଼ ଭଉଣୀ ତାଙ୍କୁ ସିଧା ପ୍ରଶ୍ନ କରି ଧମକ ମଧ୍ୟ ଦେଉଛନ୍ତି । ଏଭଳି କରି ଚାଲିଲେ ଆଗକୁ ଦେଖିବୁ କଣ କରିବି । ତେବେ ଦୁଇ ଭଉଣି ଙ୍କ ମଧ୍ୟ ରେ କାହିଁକି ଏବେ ପଡିଲାଣି କାହିଁକି ଏବେ ରାଗିଛନ୍ତି ଦୁତି ଚାନ୍ଦ ।

ହଁ ଆଜ୍ଞା ଏଥିରେ ଏହି ପୋଷ୍ଟ୍ ରେ ଲେଖା ଯାଇଛି ଯାହା ଆପଣ ମାନେ ସ୍ପଷ୍ଟ ଉପରେ ଦେଖି ପାରୁଥିବେ । କୁଆଡେ ବଡ଼ ଭଉଣୀ ଦୁତି ଚାନ୍ଦ୍ ଙ୍କ ବିଷୟ ରେ ଘରେ ଏପଟ ସେପଟ କହି ମାଆ ବାପା ଙ୍କ ସହିତ ଦୁତି ଚାନ୍ଦ୍ ଙ୍କ ସମ୍ପର୍କ କୁ ଖରାପ କରୁଥିଲେ । ଆଉ ବାପା ମାଆ ଙ୍କ ସମ୍ପର୍କ ଦୁତି ଚାନ୍ଦ୍ ସହ ଖରାପ ହୋଇଥିଲା ଆଉ ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଅଧିକ ଚର୍ଚ୍ଚା ମଧ୍ୟ ହୋଇ ଥିଲା । ଯାହା ବିଷୟ ରେ ଆପଣ ମାନେ ମଧ୍ୟ ଜାଣି ଥିବେ । ତେବେ ସେ ସେହି କଥା କୁ ଲେଖି ଛନ୍ତି ମୋର ସିନା ଆଳୁ ଦୋଷ ଅଛି ତୋର କି ଦୋଷ ଅଛି ।

ବିନା ପରିଚିତ୍ ବାଙ୍ଗଳା ଦେଶର ଝିଅ କୁ ଆଣି 4 ବର୍ଷ ହେଲା ପାଖ ରେ ରଖିଛୁ । ନିଜ କୁ ଷଣ୍ଢ ଭାବିକି ତାକୁ ଗାଈ ଭଳି ନିଜ ପାଖ ରେ ରଖିଛୁ । ଦୁନିଆ ଆଗରେ ନିଜ ର ଛାତ୍ରୀ ବୋଲି କହି ଖେଳ ସିଖାଉଛୁ କି ଖେଳ ସିଖାଉଛୁ । ପଡିଆ ରେ ନା ନିଜ ବେର୍ଡ୍ ରୋମ ରେ ଖେଳ ସିଖାଉଛୁ । ତୁ କଣ ପ୍ରକୃତ ରେ ତାହା ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି । ବାପା ମାଆ ଙ୍କୁ ହାତ ରେ କରି ମୋତେ ମିଛ ରେ ବଦନାମ କଲୁ । ହେଲେ କଣ ହେଲା କିଛି ବି କରି ପାରିଲୁନି । ଆଉ ଏବେ ନିଜେ ଘରୁ ବିଦା ହୋଇ ଭୁବନେଶ୍ଵର ରେ ଘର ଭଡା ନେଇ ରହୁଚୁ ।

ତୁ ମୋତେ ବହୁତ କିଛି କହିଲୁନି ଆଉ ମୁଁ ବହୁତ କିଛି ସହି ସାରିଲିଣି । ତୋର ଯଦି ଖୁସି ରେ ବଞ୍ଚିବାର ଅଛି ତାହେଲେ ତୁ ସୁଧୁରି ଯା ନହେଲେ ମୁଁ କଣ କରିବି ରୁ ଭଲ ରେ ଜାଣିଚୁ । ହଁ ଆଜ୍ଞା ସୋସିଆଲ ମିଡ଼ିଆ ରେ ଏମିତି କିଛି ନିଜ ବଡ଼ ଭଉଣୀ ଙ୍କ ବିଷୟ ରେ ପୋଷ୍ଟ୍ କରିଛନ୍ତି ଦୁତି ଚାନ୍ଦ ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବାକୁ ଲାଗୁଚି ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *