Breaking News

DJ ବାଜୁଛି, DJ ର ତାଳେ ତାଳେ ବର୍ଷା ଅନୁଭବ (Varsha Anubhav) ସବୁ ଦୁଃଖ କୁ ଭୁଲି ଦାଣ୍ଡିଆ ଖେଳୁଛନ୍ତି – ଦେଖନ୍ତୁ ଭିଡିଓ

ଡିଜେ ବାଜୁଛି ଦାଣ୍ଡିଆ ଧରି ପୁରା ଝୁମୁଛନ୍ତି ବର୍ଷା ଆଉ ଅନୁଭବ । ଖୁସି ରେ ଦାଣ୍ଡିଆ ଖେଳ ରେ ନାଚୁଛନ୍ତି ଅନୁଭବ ଆଉ ବର୍ଷା । ହଁ ଆଜ୍ଞା ବାଜୁଛି ଡିଜେ ଆଉ ଗହଳି ଭୀତ ରେ ନାଚୁଛନ୍ତି ବର୍ଷା ଆଉ ଅନୁଭବ ମହାନ୍ତି । ଏ ବିଚ୍ଛେଦ ର ଖୁସି ନା ନବରାତ୍ରି ର ଖୁସି ଏହା ଆପଣ ମାନେ ହିଁ ଅନୁମାନ କରନ୍ତୁ । ତେବେ ଆପଣ ମାନେ ଦେଖୁ ପାରୁ ଥିବେ ଭାଇରାଲ ହେଉଥିବା ଏହି ଭିଡିଓ ମାଧ୍ୟମ ରେ କି କେତେ ଖୁସି ଅଛନ୍ତି ଅନୁଭବ ଓ ବର୍ଷା ପ୍ରିୟଦର୍ସନି । ଦାଣ୍ଡିଆ ଖେଳି ପୁରା ଝୁମି ଯାଉଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଅଭିନେତା ଅନୁଭବ ମହାନ୍ତି ଆଉ ଅଭିନେତ୍ରୀ ବର୍ଷା ପ୍ରିୟଦର୍ସନି ଯୋଡି ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହୁଥିଲା । ଏହି ଯୋଡି କୁ ସମସ୍ତେ ବହୁତ ପସନ୍ଦ ମଧ୍ୟ କରୁଥିଲେ । ଏମିତି କି ଫାନ୍ ମାନେ ଏ ସମ୍ପର୍କ୍ ର ଉଦାହରଣ ଦେଉ ଥିଲେ ଗୋଟିଏ ଭଲ ପ୍ରେମ ସମ୍ପର୍କ ପାଇଁ । କିନ୍ତୁ ଆଜି ସବୁ କିଛି ବଦଳି ଯାଇଛି ।

ଅନେକ ବାଦ ବିବାଦ ପରେ ଶେଷ ରେ ବର୍ଷା ପ୍ରିୟଦର୍ସନି ଅନୁଭବ ଙ୍କ ଘର ଛାଡିବାକୁ ରାଜି ହୋଇ ଥିଲେ । ଆଉ ଏହା ପରେ ଘର ଛାଡି ବି ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ଯେଉଁ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏହା ସବୁଠାରୁ ନିଆରା ଦୃଶ୍ୟ । ଅନୁଭବ ବର୍ଷା ଦଣ୍ଡିଆ ଖେଳୁଛନ୍ତି । ବିଚ୍ଛେଦ ର ଦୁଃଖ କମ୍ ଆଉ ଦାଣ୍ଡିଆ ର ମାହଲ ରହିଛି ସେହିଥିରେ ତାଙ୍କ ଖୁସି କୁ ଦେଖିବାକୁ ମିଳିଛି ।

ସବୁଠାରୁ ବଡ଼ କଥା ଅନୁଭବ ଯେଉଁ ଥି ବିଚ୍ଛେଦ୍ ପାଇଁ ଆବେଦନ୍ କରୁଥିଲେ ବର୍ଷା ସେଇଠି ବିଳମ୍ବ କରୁଥିଲେ କିନ୍ତୁ ପରବର୍ତ୍ତି ସମୟ ରେ ବର୍ଷା ବି ବିଚ୍ଛେଦ ହେବା ପାଇଁ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ଆଉ ବର୍ତ୍ତମାନ ସମୟରେ ଦେଖି ବାକୁ ମିଳିଛି ଅନୁଭବ ଓ ବର୍ଷା ଏମିତି ଏକ ହସ ଖୁସି ମାହଲ ରେ । ଯେଉଁଠି ବର୍ଷା ଦାଣ୍ଡିଆ ଖେଳୁଛନ୍ତି ଆଉ ସେଇଠି ଅନୁଭବ୍ ମହାନ୍ତି ବି ଛାଡି ନାହାନ୍ତି ।

ପୁରା ଦାଣ୍ଡିଆ ର ମଜ୍ଜା ଉଠାଉଛନ୍ତି । ନବରାତ୍ରି ପାଇଁ ଖାସ୍ ଆୟୋଜନ ହୋଇ ଥିଲା ଦାଣ୍ଡିଆ । ଯେଉଁ ଥି କି ଅନୁଭବ ଏପଟେ ଖେଳି ଥିଲେ ଦାଣ୍ଡିଆ ଆଉ ସେପଟେ ବର୍ଷା ଖେଳୁଥିଲେ ଦାଣ୍ଡିଆ । ଆଉ ଏହି ଭିଡିଓ ଏବେ ବହୁତ ମାତ୍ରା ରେ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ କି ଦୁହେଁ ଖେଳୁଛନ୍ତି ଦାଣ୍ଡିଆ । ଏମାନଙ୍କୁ ଦେଖିଲେ ଏମିତି ଲାଗୁଚି କାହାର ମନ ରେ ଟିକେ ବି ଦୁଃଖ ନାହିଁ ।

ଯଦି କହିବା ବର୍ଷା ସମୟ ଗଡେଇ ଚାଲୁ ଥିଲେ ଏହି ବିଚ୍ଛେଦ ମାମଲା ରେ କିନ୍ତୁ ଅନୁଭବ ଚାହୁଁ ଥିଲେ ଶୀଘ୍ର ବିଚ୍ଛେଦ ହେବା ପାଇଁ । କିନ୍ତୁ ବର୍ଷା ସିନା ବିଳମ୍ବ କରୁଥିଲେ ଆଜି ବର୍ଷା ଙ୍କ ର ଏ ଦାଣ୍ଡିଆ ଖେଳ ଦେଖିଲେ ଲାଗୁଛି ବର୍ଷା ମାଙ୍କ ଆଗମନରେ ସବୁ ଦୁଃଖ ଭୁଲି ଯାଇଛନ୍ତି । ସେ ଦାଣ୍ଡିଆ ଖେଳୁଛନ୍ତି ବହୁତ ହସ ଖୁସି ରେ ଏହି ଦୃଶ୍ୟ କୁ ଆପଣ ମାନେ ବହୁତ ଭଲ ଭାବରେ ଦେଖି ପାରୁଥିବେ ଯାହା କି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାକୁ ଲାଗୁଚି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *