Breaking News

Exclusive: ବିକାଶର କଳାରାଜ୍ ଖୋଲିଲେ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ଆଶ୍ରମ ହାତେଇବାକୁ କରିଥିଲେ ଚକ୍ରାନ୍ତ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସମାଜ ସେବୀ ସ୍ବର୍ଗତ ଆଦିତ୍ୟ ଙ୍କ ମାମଲା କୁ ନେଇ ଏକ ବଡ ଖବର ପହଞ୍ଚିଛି । ମୃତ୍ୟୁ ପଛରେ ବିଦ୍ୟାଶ୍ରୀ ଙ୍କ ହାତ ରହିଛି ବୋଲି ସମସ୍ତେ କହୁଥିଲେ ଓ ବିଦ୍ୟଶ୍ରୀଙ୍କୁ ଅନେକ କିଛି କଥା କହିଛନ୍ତି । ତଥାପି ବିଦ୍ୟଶ୍ରୀ ସବୁ କଥା ସହିଛନ୍ତି । ବର୍ତ୍ତମାନ ସମୟ ରେ ବିଦ୍ୟାଶ୍ରୀ ଅନେକ କିଛି କଥା କହିଛନ୍ତି ଗଣ ମାଧ୍ୟମ ନିକଟ ରେ ।

ଏହି କଥା ଆପଣ ମାନେ ଶୁଣିବା ପରେ ନିଶ୍ଚିନ୍ତ ହୋଇ ଯିବେ ଯେ ସମାଜ ସେବୀ ଆଦିତ୍ୟ ମୃତ୍ୟୁ କରିବା ପଛ ରେ କାହା ର ହାତ ରହିଛି । ଆଦିତ୍ୟ ଙ୍କ ସାଙ୍ଗ ବିକାଶ ନାମ ରେ ବର୍ତ୍ତମାନ ସମୟ ରେ ଆସି ଯାଇଛି ବଡ ଖବର ଆଶ୍ରମ କୁ ନିଜ ହାତ ମୁଠା କୁ ନେବା ପାଇଁ କରୁଥିଲା ଚକ୍ରାନ୍ତ । ଆଶ୍ରମ ର ଚେୟାର ମ୍ୟାନ ପଦବୀ କୁ ହାସଲ କରିବ ।

ଆଶ୍ରମ କୁ ନେଇ ଅନେକ କିଛି ଭାବିଥିଲା , ପରେ ପରେ ବିକାଶ କାର୍ଯ୍ୟ ଓ ବ୍ୟବହାର ଦିନ କୁ ଦିନ ବଦଳି ବାରେ ଲାଗିଲା । ଆଦିତ୍ୟ ଙ୍କ ଆଶ୍ରମ ରେ ଜଣେ ମୋଟି ମାଉସୀ ଅଛନ୍ତି ଓ ଯାହାକୁ ନେଇ ବିକାଶ ଯୋଜନା କରିଥିଲା ଆଦିତ୍ୟ ଙ୍କ ବାପା ମାଆ ଙ୍କ ନାମ ରେ ମିଛ କଥା କହିବା ପାଇଁ କାରଣ ଆଶ୍ରମ କୁ ସାହାର୍ଯ୍ୟ କରିଥିବା ଡୋନର ମାନ ଙ୍କ ସାହାର୍ଯ୍ୟ ପାଉଛନ୍ତି କି ନାହିଁ ।

ଆଦିତ୍ୟ ଙ୍କ ବାପା ମାଆ ଏଥିରେ ମୁଣ୍ଡ ପୁରେଇବା ରୁ ତାଙ୍କ ନାମ ରେ ମିଛ କହି ତାକୁ ବଦନାମ କରିବାକୁ ଚାହୁଁଛି । ଜଣେ ବୁଢୀ ମାଉସୀ ଙ୍କୁ ନେଇ ଆଉ ଗୋଟେ ଆଶ୍ରମ ରଖିଲା , ବିକାଶ ଆଶ୍ରମ ପ୍ରତିଷ୍ଠା ଦିନ କହିଥିଲେ ଯେ ତାଙ୍କର ଆଶ୍ରମ କରିବା ର କିଛି ପ୍ଲାନିଂ ନ ଥିଲା ଯେହେତୁ ଆଦିତ୍ୟ ର ବାପା ମା ମାଉସୀ ଙ୍କୁ ବାହାର କରି ଦେଲେ ମୁଁ ତାଙ୍କୁ ଥଇଥାନ କରିବା ପାଇଁ ଏହି ଆଶ୍ରମ ଟି କରିଛି ।

ବର୍ତ୍ତମାନ ସମୟ ରେ ବିକାଶ ଯେଉଁ ମାଉସୀ ଙ୍କୁ ନେଇ ଅନେକ କିଛି କହିଥିଲେ ସେ ଏକ ମନ୍ଦିର ସୋଇ ରହିଛନ୍ତି । ପରେ ମିଡ଼ିଆ ମାଧ୍ୟମ ରେ ଆଦିତ୍ୟ ଙ୍କ ବାପା ମାଆ ମାଉସୀ କୁ ଆଣିଛନ୍ତି ଓ ବର୍ତ୍ତମାନ ସମୟ ରେ ମାଉସୀ ସବୁ ସତ୍ କଥା କହି ଦେଇଛନ୍ତି ଯେ ବିକାଶ ଆଦିତ୍ୟ ର ଏହି ଆଶ୍ରମ ଓ ଟଙ୍କା କୁ ହାତେଇବା ପାଇଁ ଏମିତି କରୁଛି । ସତ୍ କଥା ସାମ୍ନା କୁ ଆସିବା ପରେ ,

ସନ୍ଦେହ ସୃଷ୍ଟି ହେଉଛି ଆଦିତ୍ୟ ଙ୍କ ମୃତ୍ୟୁ ପଛ ରେ ବିକାଶ ହାତ ନିଶ୍ଚୟ ରହିଛି କାରଣ ଯିଏ ଆଦିତ୍ୟ ଙ୍କ ବାପା ମାଆ କୁ ବଦନାମ କରିବାକୁ ଚାହୁଁଛି ସେ ନିଶ୍ଚିନ୍ତ ଭାବରେ ଆଦିତ୍ୟ ମୃତ୍ୟୁ ପଛ ରେ ବିକାଶ ଥିବା ର ସନ୍ଦେହ ବର୍ତ୍ତମାନ ସମୟ ରେ ସୃଷ୍ଠି ହେଉଛି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *