ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସାମ୍ନା କୁ ଆସିଲା ଅର୍ଚ୍ଚନା ନାଗ ଙ୍କ ଘର୍ ଭିତର ର ଦୃଶ୍ୟ । ଏହି ଘରେ ଚାଲୁଥିଲା ଅର୍ଚ୍ଚନା ନାଗ ଙ୍କ କଳା କାରନାମା , କିଏ ଆସୁଥିଲା କିଏ ଯାଉଥିଲା । କିଏ ଅର୍ଚ୍ଚନା ନାଗ ଙ୍କୁ କିଛି ଦେଇ ଯାଉଥିଲା ତ ଆଉ କିଏ ଅର୍ଚ୍ଚନା ନାଗ ଙ୍କ ଠାରୁ କିଛି ନେଇ ଯାଉଥିଲା । ବର୍ତ୍ତମାନ୍ ପର୍ଯ୍ୟନ୍ତ ଆପଣ ମାନେ ଅର୍ଚ୍ଚନା ନାଗ ଙ୍କ ଘର୍ ଫଟୋ ମାଧ୍ୟମ ରେ ଦେଖିବାକୁ ପାଇ ଥିବେ ।
କିନ୍ତ୍ ବର୍ତ୍ତମାନ୍ ସମୟ ରେ ଆପଣ ମାନେ ଘର୍ ଭିତର ର ଭିଡିଓ ଦେଖିବାକୁ ପାଇବେ । କେମିତି ନିଜ ଘରେ ନିଜ କଳା ସାମ୍ରାଜ୍ୟ କୁ ବଢ଼ାଇଥିଲା , ଅର୍ଚ୍ଚନା ନାଗ ଘର୍ ରାଜପ୍ରସାଦ ଭଳି । ଘର୍ ଭିତରେ ଦ ଦାମୀ ଜିନିଷ କୁ ଭଳି କି ଭଳି ବିଦେଶୀ କାର ଓ ବାଇକ । ଅର୍ଚ୍ଚନା ନାଗ ର ଥିଲା ଆହୁରି ବିଶାଲ ଫାର୍ମ ସହ ଦୁଇ ଟି କଂପାନୀ ର ମାଲିକିଆଣୀ ।
ଗୋଟିଏ କାର ସୋ ରୁମ୍ ର ମାଲିକ ମଧ୍ୟ ଥିଲା , ନାଗୁଣୀ ଅର୍ଚ୍ଚନା ନାଗ ପାଲିଛି ୧୦ ରୁ ଅଧିକ କୁକୁର ଓ ୬ ଲକ୍ଷ ଟଙ୍କା ର ଘୋଡ଼ା । ରୋଜଗାର କହିଲେ ଅର୍ଚ୍ଚନା ନାଗ ଙ୍କ ବ୍ଲା-କ ମେଲିଙ୍ଗ ଓ ଦେହ ବ୍ୟବସାୟ କରି । ଏହି ନାଗୁଣୀ ଫାସ ରେ ଅନେକ ରାଜନେତା, ଧନି ଶାଳୀ ବ୍ୟକ୍ତି ଓ ଚଳଚ୍ଚିତ୍ର ର ପ୍ରଯୋଜକ ଏବଂ ବରିଷ୍ଠ ଅଧିକାରୀ । ଏହି ମାନେ ଏହି ଘର୍ କୁ ଆସୁଥିଲେ ।
ଡିନର ସହିତ ଆହୁରି ଅନେକ କିଛି କରି ଥାଆନ୍ତି , ରାତି ପାହି ସକାଳେ ହେଲେ ପୁଳା ପୂଳା ଟଙ୍କା ଗଣୁଥିଲେ । ଏହି ଟଙ୍କା ରେ ଅନେକ କିଛି କରିଛି ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗ ଜଣେ ଏମିତି ନାଗୁଣୀ ନିଜେ ଓଡ଼ିଶା ର ଅନେକ ପ୍ରଭାବ ଶାଳୀ ବ୍ୟକ୍ତି ଙ୍କୁ ନିଜ ଅଧୀନ ରେ ରଖିବାକୁ ଚେଷ୍ଟା କରିଛନ୍ତି । ହନିଟ୍ରାପ ଫସାଇ ଅ-ଶ୍ଳୀ-ଳ ଭିଡିଓ କୁ ରେକର୍ଡ କରି ରଖୁଥିଲେ ।ଏଵଂ ସେମାନ ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ।
ତାହେଲେ ବନ୍ଧୁଗଣ ଚୋର ଘର୍ ସବୁବେଳେ ଅନ୍ଧାର ନୁହେଁ , ଲୁଚା ଛପା କାର୍ଯ୍ୟ ସର୍ଵ ପ୍ରଥମେ ଲୋକ ଲୋଚନ କୁ ଆସିଥାଏ । ଅର୍ଚ୍ଚନା ନାଗ ଅତ୍ୟାଧିକ ପା-ପ କାମ କରି ବସିଲା ଓ ତାର କାର୍ଯ୍ୟ ଆଜି ତାକୁ ଧରା ପକାଇ ଦେଇଛି । ରାଜ ପ୍ରସାଦ ଛାଡ଼ି ଜେଲ ରେ ଅର୍ଚ୍ଚନା ନାଗ , ଏହି ଘଟଣା କୁ ନେଇ ଅନେକ ଖବର ଆସୁଥିଲେ ମଧ୍ୟ ଅର୍ଚ୍ଚନା ନାଗ କେତେ ନେତା ଓ ଅଭିନେତା ମାନ ଙ୍କୁ ଫସାଇଛି ତାହା ଜଣା ପଡି ନାହିଁ ।
ବର୍ତ୍ତମାନ୍ ସମୟ ରେ ଅର୍ଚ୍ଚନା ନାଗ ର ରାଜ ପ୍ରସାଦ ର ଭିଡ଼ିଓ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଓ ଏହି ଭିଡିଓ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।