Breaking News

ଯାତ୍ରା ଅଭିନେତ୍ରୀ ମାମୁନି କରଙ୍କ (Mamuni Kar) ଙ୍କ ଗୀତ ଲୁଚି ଲୁଚି ହିରୋ ଗୌର ଦାସ (Gour Das) ଶୁଣୁଥିଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯାତ୍ରା ହେଉ କି ସିନେମା ସବୁଥିରେ ଅଭିନୟ କରିବା ପାଇଁ ଅଭିନେତା ଓ ଅଭିନେତ୍ରୀ ମାନେ ଥାଆନ୍ତି । ଆଉ ସେମାନଙ୍କ ଅଭିନୟ୍ କୁ ଲୋକ ମାନେ ପସନ୍ଦ କରିବା ପାଇଁ ଅଫ ସ୍କ୍ରିନ ରେ ମଧ୍ୟ କିଛି ଜଣ ଥାଆନ୍ତି । ଅଫ ସ୍କ୍ରିନ ରେ ଥାଇ ମଧ୍ୟ ସେମାନେ ଚେଷ୍ଟା କରନ୍ତି କିପରି ଭାବରେ ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଆନ୍ତୁ । ଯେମିତି ସବୁ ସିନେମା ଓ ଯାତ୍ରା କୁ ଦେଖିବା ପାଇଁ ଲୋକ ଙ୍କ ମନୋରଞ୍ଜନ ପାଇଁ ଗୀତ ଆବଶ୍ୟକ ହୋଇ ଥାଏ ତେବେ ଆସନ୍ତୁ ଜାଣିବା ମାମୁନି କର ଙ୍କ ବିଷୟ ରେ ସେ ଯାତ୍ରା ର ସିଙ୍ଗର ଓ ଆଙ୍କର ହେବା ସହ ସେ ଅଭିନେତ୍ରୀ ମଧ୍ୟ ଅଟନ୍ତି ।
ଆଉ ସବୁବେଳେ ଚେଷ୍ଟା କରନ୍ତି ନିଜ ର ଦକ୍ଷତା କୁ ଲୋକ ମାନଙ୍କ ଆଗରେ ଆଣିବା ପାଇଁ । ନିଜ ଅଭିନୟ ହେଉ କି ଗୀତ କିମ୍ବା ହେଉ ଆଙ୍କରିଙ୍ଗ୍ ସେହି ମାଧ୍ୟମ ବାସ୍ ଲୋକ ମାନଙ୍କ ହୃଦୟ କୁ ଯିବାକୁ ଚାହାନ୍ତି । କାରଣ ଲୋକ ମାନେ ଭାବନ୍ତି ସେମାନେ ଯାତ୍ରା ଦେଖି ବାକୁ ଯାଉଛନ୍ତି ଆଉ ଯାତ୍ରା ଦେଖିଲେ ତାଙ୍କୁ ବହୁତ ମଜ୍ଜା ଆସିବ ଆଉ ତାଙ୍କ ବିସ୍ବାସ କୁ ବଜାୟ କରିବା ପାଇଁ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ର ଅଭିନୟ କୁ ସୁନ୍ଦର ଭାବରେ କରି ପାରିବେ ।

ସେ 2014 ରେ ଯାତ୍ରା ରେ ଏଣ୍ଟ୍ରି କରିଛନ୍ତି । ଶିବାନୀ ଗଣନାଟ୍ୟ ରେ କ୍ୟାରିୟର୍ ଆରମ୍ଭ କରିଥିଲେ । ପ୍ରଥମେ ସେ ଗୀତ ଗାଇ ଆରମ୍ଭ କରିଥିଲେ ପରେ ପରେ ଅକରିଙ୍ଗ ବି କରିଥିଲେ । ଏମିତି ବହୁତ ଗଣନାଟ୍ୟ ରେ ଅଭିନୟ କରି ସାରିଛନ୍ତି । ମାମୁନି କର ଙ୍କ ଗୀତ ଶୁଣିଲେ ଆପଣ ମାନେ ମଧ୍ୟ ମୁଗ୍ଧ ହୋଇ ଯିବେ ।

ମାମୁନି ଯେବେ ତାଙ୍କ ବାପ ଘରେ ଗୀତ ଶିଖୁ ଥିଲେ ସେତେବେଳେ ଯାତ୍ରା ର ଗୌର ଦାସ ତାଙ୍କ ଗୀତ ଶୁଣି ଥିଲେ ଆଉ ତାଙ୍କୁ ମଧ୍ୟ ବହୁତ ଭଲ ଲାଗିଥିଲା । ମାମୁନି ଙ୍କୁ ଯାତ୍ରା ରେ ଏଣ୍ଟ୍ରି କରିବା ପାଇଁ ଗୌର ଦାସ ଅନୁରୋଧ କରିଥିଲେ ତାଙ୍କ କଥା ଶୁଣି ମାମୁନି ଙ୍କ ପରିବାର ପ୍ରଥମେ ରାଜି ହୋଇ ନଥିଲେ ପରେ ମାମୁନି ଙ୍କ ସହ ତାଙ୍କ ବାପା ବି ଗଲେ ଆଉ ଯାତ୍ରା ରେ ମିଶିଥିଲେ ।


ସେ କେବଳ ଅଭିନୟ ଓ ସିଙ୍ଗର ରେ ପ୍ରାଥମିକତା ଦେଇ ନାହାନ୍ତି ତାକୁ ଦେବା ସହ ସେ ଆକରିଙ୍ଗ୍ କରିଛନ୍ତି । ଯାହା କୁ ଶୁଣିଲେ ଲୋକ ମାନେ ବହୁତ ଖୁସି ହୋଇ ଯାଇଥାନ୍ତି । ମାମୁନି କର ଲଭ ମ୍ୟାରେଜ୍ କରିଛନ୍ତି । ମାମୁନି ଙ୍କ ସ୍ବାମି ଙ୍କ ନାଁ ହେଉଛି ହାପି କର । ସିଏ ମଧ୍ୟ ଯାତ୍ରା ରେ ଅଭିନୟ କରୁଛନ୍ତି ସେ ଯାତ୍ରା ରେ ହିରୋ ଭୂମିକା ରେ ଅଭିନୟ କରୁଛନ୍ତି । ଏବେ ସେ ସିରିଏଲ ରେ ମଧ୍ୟ ଅଭିନୟ କରୁଛନ୍ତି ସିରିଏଲ ର ନାଁ ହେଉଛି ବନ୍ଧନ ଏ ଜନ୍ମ ଜନ୍ମ ର ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *