Breaking News

(Live) ରାତି ଅଧରେ ଲାଇଭ ଆସି ଖୁସି ଖବର ଦେଲେ ଓଡିଆ ଅଭିନେତ୍ରୀ ଶିବାନୀ (Sibani) … ଦେଖନ୍ତୁ ଭିଡିଓ

ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ତେବେ ଓଲିଉଡ ର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଶିବାନୀ। ଶିବାନୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ର ସେ ଜଣେ ଆଗଧାଡ଼ି ର ନାୟିକା।ତେବେ ନିକଟରେ ସୋସିଆଲ ମିଡିଆରେ ଲାଇଭ ଆସି ଶିବାନୀ ଏଭଳି କିଛି କହିଛନ୍ତି ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ। ତେବେ କଣ ରହିଛି ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିବା।

ତେବେ ଶିଶୁ କଳାକାର ଭାବରେ ଅଭିନୟ ଦୁନିଆରେ ପାଦ ଦେଇଥିବା ଶିବାନୀ ଏବେ ଓଲିଉଡ ର ଜଣେ ଆଗ ଧାଡିର ନାୟିକା। ଅନେକ ଗୁଡ଼ିଏ ସିନେମା ରେ ଆପଣ ତାଙ୍କୁ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଦେଖିବାକୁ ପାଉଥିବେ। ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଅନେକ ଗୁଡ଼ିଏ ପୁରସ୍କାର ପାଇଛନ୍ତି। ଦର୍ଶକ ମାନଙ୍କ ଠାରୁ ମଧ୍ୟ ତାଙ୍କୁ ଅନେକ ଭଲ ପାଇବା ମିଳୁଛି।

ପ୍ରଥମ କରି ଶିଶୁ କଳାକାର ଭାବରେ ଓଡ଼ିଆ ସିରିଏଲ୍ ରୁ ନିଜର ଅଭିନୟ ଆରମ୍ଭ କରିଥିଲେ ଶିବାନୀ। କିଛି ଧାରାବାହିକ ରେ ଜବରଦସ୍ତ ଅଭିନୟ କରିବା ପରେ କିଛି ସମୟ ବ୍ରେକ ନେଇ ସେ ପୁଣିଥରେ ଦର୍ଶକ ମାନଙ୍କ ସାମ୍ନାକୁ ଆସିଥିଲେ। କିଛି ସିନେମାରେ ଦର୍ଶକ ତାଙ୍କୁ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଦେଖିବାକୁ ପାଇଲେ।

ତେବେ ଆପଣ ଜାଣିଥିବେ, ଅଭିନୟକୁ ବାଦ୍ ଦେଲେ ଶିବାନୀ ନିଜର ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ଥାଆନ୍ତି।ସୁଟିଂ ରୁ ସମୟ ପାଇଲେ ଶିବାନୀ ନିଜ ଫ୍ୟାନ୍ସ ମାନଙ୍କ ସହ ଲାଇଭ ଆସି କଥା ହୁଅନ୍ତି। ତେବେ ସେହିଭଳି ନିକଟରେ ସୋସିଆଲ ମିଡିଆରେ ଲାଇଭ ଆସି ନିଜର ଫ୍ୟାନ୍ସ ମାନଙ୍କ ସହ କଥା ହେଉଥିଲେ ଶିବାନୀ। ତେବେ ଏହି ଲାଇଭ ସମୟରେ ଅଭିନେତା ସ୍ବରାଜ ଶିବାନୀ ଙ୍କୁ କହିଥିଲେ କି, ଆପଣ ଭଲ ଦେଖାଯାଉଛନ୍ତି, ଟିପ୍ସ ଦିଅନ୍ତୁ।

ଏହା ଉତ୍ତରରେ ଶିବାନୀ ହସି ହସି କହିଥିଲେ କି ,’ଆପଣଙ୍କୁ ପୁଅ ପିଲା ଟିପ୍ସ ଦରକାର ନାଁ ଝିଅ ପିଲା ଟିପ୍ସ। ଯଦି ପୁଅ ପିଲା ଟିପ୍ସ ଦରକାର ତାହାଲେ ମୁଁ ଟିପ୍ସ ଦେଇସାରିଛି’। ତେବେ ଲାଇଭ ସମୟରେ ଶିବାନୀ ଓ ସ୍ବରାଜ ଙ୍କ ଏଭଳି ଥଟ୍ଟା ମଜା କୁ ବେଶ୍ ପସନ୍ଦ କରିଥିଲେ ସୋସିଆଲ ମିଡିଆ ୟୁଜରସ୍ ମାନେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *