ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ୍ ସମୟ ରେ କିଛି ଦୃଶ୍ୟ କୁ ନେଇ ନୁହେଁ ବରଂ ନିଜ ପ୍ରତିକ୍ରିୟା ରଖି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଆଜି ଆମେ ସେହି ବିଷୟ ରେ ଜାଣିବା , ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଯିଏ କି ବିବାଦୀୟ ଅଭିନେତ୍ରୀ ଭାବେ ଓଡ଼ିଶା ର ଘର୍ ଘରେ ପରିଚିତ ।
ବନ୍ଧୁଗଣ ଏହି ଅଭିନେତ୍ରୀ ଆଇଟମ ଗାର୍ଲ୍ ଭାବେ ବେଶ୍ ପରିଚିତ । ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ । ଏହି ଅଭିନେତ୍ରୀ ଜଣକ ଆଜି ଯଦି ଲୋକ ପ୍ରିୟ ହୋଇ ପାରିଛନ୍ତି ତେବେ ନିଜ ଅଭିନୟ ପାଇଁ । ନିଜ ଜୀବନ ରେ ଅନେକ ବିବାଦ ର ସାମ୍ନା କରିଛନ୍ତି ତାହା ପୁଣି ସେ ଏକୁଟିଆ କାହାର ସାହାର୍ଯ୍ୟ ମାଗି ନାହାଁନ୍ତି । ଏହି ଅଭିନେତ୍ରୀ ଜନକ କିଛି ଆଲବମ୍ ରେ ନଜର ଆସିଛନ୍ତି ।
ଏହି ଅଭିନେତ୍ରୀ ଏମିତି ବିବାଦ ରେ ଥିଲେ ଯେ ଅଭିନୟ କରିବାକୁ ସୁଯୋଗ ମିଳୁ ନ ଥିଲା କିନ୍ତୁ ବର୍ତ୍ତମାନ୍ ସମୟ ରେ ଅଭିନୟ କରିବା ସହ ତାଙ୍କ ଜୀବନ ର କାହାଣୀ କୁ ନେଇ ନାଟକ ପ୍ରସ୍ତୁତ ମଧ୍ୟ ହୋଇଛି । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ନିଜ ପ୍ରତିକ୍ରିୟା ରଖି । ସେହି ବିଷୟ ରେ ଆଜି ଆମେ ଜାଣିବା
ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜନକ କହିଛନ୍ତି ଯେ ବର୍ତ୍ତମାନ୍ ସମୟ ରେ ତାଙ୍କୁ ତାଙ୍କର ଅନେକ ପ୍ରଶଂସକ ମାନେ ପଚାରୁଛନ୍ତି ଯେ ଭଲ ଭଲ ଡ୍ରେସ୍ ପିନ୍ଧୁ ଛନ୍ତି , କାର କିଣି ବୁଲୁଛନ୍ତି ଓ ମଟନ ପ୍ରସ୍ତୁତ କରି ଖାଉ ଛନ୍ତି , ଏହି ସବୁ ର ଉତ୍ତର ରେ ସେ କହିଛନ୍ତି ତାଙ୍କ ପରିଶ୍ରମ ର ଫଳ ଓ ସେ ନିଜ ପିଲା ଦିନ ର କଥା କୁ ମନେ ପକାଇ କହିଛନ୍ତି ଯେ
ପିଲା ଦିନ ରେ ସେ ଗୋଟିଏ ଡ୍ରେସ୍ କୁ ଧୋଇ ଶୁଖେଇ ପୀନ୍ଧୁ ଥିଲେ , ଗାଆଁ କୁ କାର ଆସିବା ବେଳେ ସେ କାର ପଛେ ପଛେ ଦୌଡ଼ି ଥାଆନ୍ତି ଓ ଯାହା ଘର୍ ମଟନ ହୋଇଥାଏ ତାହା ଘର୍ ବାହାରେ ସେ ବସି ଥାଆନ୍ତି । ଏହି ଭଳି ରାନୀ ପଣ୍ଡା ଭାବ ବିହୋଲ ହୋଇ ଏକ ଭିଡିଓ ଜାରୀ କରି କହିଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।