Breaking News

(Live) ସ୍କୁଲ୍ ପଛପଟେ ଚାଲିଛି ରାସଲୀଳା , ଏପଟେ ସୋସିଆଲ ମିଡିଆ ରେ ହେଲା ଭାଇରାଲ … ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସମୟ ରେ ସୋସିଆଲ ମିଡ଼ିଆ ରେ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଅନେକ ଖବର ଆସିଥାଏ । ସୋସିଆଲ ମିଡ଼ିଆ ରେ ଏହି ପ୍ରେମୀ ଯୁଗଳ ଙ୍କୁ ନେଇ ଖବର ଦେଖିବା ଟା ଗୋଟେ ସାଧାରଣ କଥା ହୋଇ ଗଲାଣି କାରଣ ଏହି ପ୍ରେମ୍ ଟି ଏକ ସାଧାରଣ କଥା ହୋଇ ଗଲାଣି ଓ ପ୍ରେମ ସଂପର୍କ ଦିନ କୁ ଦିନ ବଢିବା ରେ ଲାଗିଛି ।

 

ଏହା ଅତ୍ୟାଧିକ ପରିମାଣ ହେବା ଫଳରେ ପ୍ରେମୀ ଯୁଗଳ ମାନଙ୍କ ପ୍ରେମ କୁ ନେଇ ଅଧିକାଂଶ ଖବର ସୋସିଆଲ ମିଡ଼ିଆ ରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି । ବେଳେ ବେଳେ କିଛି ପ୍ରେମୀ ଯୁଗଲ ମାନେ ନିଜ କାର୍ଯ୍ୟ ପାଇଁ ସୋସିଆଲ ମିଡିଆ ରେ ବେସ ଭାଇରାଲ ହୋଇଥାନ୍ତି ଯାହାକି ଆପଣ ଦେଖିବାକୁ ପାଇଥିବେ ।

 

ତାହେଲେ ବନ୍ଧୁଗଣ କହିବା କୁ ଗଲେ ଏହି ପ୍ରେମ କୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ବହୁ ପରିମାଣ ରେ ଚର୍ଚ୍ଚା ରେ ରହିଥାଏ । ପ୍ରେମୀ ଯୁଗଳ ମାନ ଙ୍କ ଅଧିକ ଭିଡିଓ ଭାଇରାଲ ହୋଇଥାଏ ଓ ଯାହା କି ଆପଣ ମାନେ ଜାଣିଥିବେ ଏଵଂ ଦେଖିଥିବେ। ସୋସିଆଲ ମିଡିଆରେ ଅଧିକାଂଶ ପ୍ରେମୀ ଯୁଗଳ ମାନ ଙ୍କ ଭିଡିଓ ବେଶ୍ ଚର୍ଚ୍ଚା ରେ ଥାଏ ।

ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ବନ୍ଧୁଗଣ ଘର୍ ଲୋକେ ପିଲା ମାନ ଙ୍କୁ ପାଠ ପଢ଼ାଇବା ପ୍ରତ୍ୟେକ ଦିନ ସ୍କୁଲ୍ ପଠାଇ ଥାଆନ୍ତି । କିନ୍ତୁ ପିଲା ମାନେ ସ୍କୁଲ୍ ନ ଯାଇ ପ୍ରେମ ରେ ପଡି ଅନେକ କିଛି ଭୁଲ କାର୍ଯ୍ୟ କରି ବସନ୍ତି । ପିଲା ଭୁଲ୍ କରିବା ସହ ମୋବାଇଲ୍ ରେ ଭିଡିଓ କରି ବହୁତ୍ ବଡ ଭୁଲ କାମ କରି ବସନ୍ତି ।

 

 

ଯାହାକି ତାଙ୍କୁ ଅନେକ ନିନ୍ଦା ଦେଇଥାଏ , ପ୍ରେମ୍ କରିବା ଟା ଭୁଲ୍ ନୁହେଁ ପ୍ରେମ୍ କରିବା ର ଉପଯୁକ୍ତ ସମୟ ଅଛି । ପ୍ରେମ କରି ବର୍ତ୍ତମାନ୍ ସମୟ ରେ ପ୍ରେମୀ ଯୁଗଳ ଏମିତି ଲଜ୍ୟା ଜନକ କାମ କରୁଛନ୍ତି ଯାହାକି ନିଜେ ଚର୍ଚ୍ଚା ରେ ରହୁଛନ୍ତି । ବର୍ତ୍ତମାନ୍ ସମୟ ରେ ଏହି ବିଷୟ ରେ କହିବା ର କାରଣ ହେଉଛି ଯେ

 

 

 

ଦୁଇ ଛାତ୍ର ଓ ଛାତ୍ରୀ ନିଜ ସ୍କୁଲ୍ ର ପଛ ପଟୁ କୁ ଯାଇଛନ୍ତି , ଜଣେ ଛାତ୍ର ଅନ୍ୟ ଛାତ୍ରୀ ଙ୍କ ମୁଣ୍ଡ ରେ ସିନ୍ଦୂର ପିନ୍ଧାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ତାହାଲେ ବନ୍ଧୁଗଣ ଏହି ଦୃଶ୍ୟ ଆଉ ଜଣେ। କେହି ଭିଡିଓ କରୁଥିଲା । ଉଭୟ ଛାତ୍ର ଛାତ୍ରୀ ଭିଡିଓ ହେଉଥିବା ର ଖବର ଜାଣି କି ମଧ୍ୟ ଡରୁ ନାହାଁନ୍ତି ଓ ମୁହଁ ରେ ଲାଜ ନାହିଁ ମଧ୍ଯ । ଏହି ଭିଡିଓ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *