ଦର୍ଶକ ବନ୍ଧୁ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ତିଥି ରେ ଦଶହରା ପାଳିତ ହୋଇଥାଏ , ଆଜି ବିଜୟା ଦଶମୀ ବା ଦଶହରା । ବନ୍ଧୁଗଣ ଆପଣ ମାନେ ଦଶହରା ଦିନ ଟି କୁ ବେଶ୍ ଧୁମ୍ ଧାମରେ ପାଳନ ହୋଇଥାଏ । ବିଭିନ୍ନ ପୂଜା ମଣ୍ଡପ ରେ ମାଆ ଦୂର୍ଗା ପୂଜା ପାଇ ଥାଆନ୍ତି । ଆଜି ଆମେ ଜାଣିବା ଯେ ଆଜି କା ସମୟ ରେ ଆମେ ମାନେ କାହିଁକି ଦଶହରା ପାଳନ କରୁଛେ । ତାହା ଆଜି ଆମେ ଜାଣିବା
ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଆଜି ର ଦିନ ରେ ନାରୀ ଜାତି ର ସମ୍ମାନ ପାଇଁ ରାବଣ କୁ ବଦ୍ଧକରିଥିଲେ , ପ୍ରଭୁ ରାମ ଚନ୍ଦ୍ର ରାବଣ ର ବଧ ପାଇଁ ମାଆ ଦୂର୍ଗା ତପସ୍ୟା କରି ତାଙ୍କ୍ ନିକଟ ରୁ ଦିବ୍ୟ ଅସ୍ତ୍ର ପ୍ରାପ୍ତ କରିଥିଲେ । ପରେ ଏବଂ ସହ ଯୁ-ଦ୍ଧ କରି ରାବଣ କୁ ବଧ କରିଥିଲେ । ବିଜୟା ଦଶମୀ ର କହିଲେ ଅଧର୍ମ ଉପରେ ଧର୍ମ ର ଜୟ ।
ଅସତ୍ୟ ଉପରେ ସତ୍ୟ ଜୟ, ଅନ୍ୟାୟ ଉପରେ ନ୍ୟାୟ , ଅନ୍ଧାର ଉପରେ ଆଲୋକ ର ଜୟ । ଏହି ଦିନ ଟି ହିନ୍ଦୁ ଧର୍ମ ର ପରମ୍ପରା ରେ ଖୁବ୍ ମହତ୍ତ୍ଵ ରଖିଚି , ହଁ ବନ୍ଧୁ ଆଜି ର ଦିନ ମହିଷାସୁର କୁ ବଧ କରିଥିଲେ ମାଆ ଦୁର୍ଗତି ନାଶିନୀ , ମହିଷାସୁର କୁ ବଧ କରି ପୃଥିବୀ ରୁ ଅତ୍ୟାଚାର ବିନାଶ କରିଥିଲେ । ପରେ ଦେବତା ମାନେ ବିଜୟୀ ଦେବୀ ବା ମାଆ ଦୂର୍ଗା ଙ୍କ ପୂଜା କରି ବେଶ୍ ଧୁମ୍ ଧାମରେ ପାଳନ କଲେ ।
ସେଥିପାଇଁ ଆମେ ମାନେ ସବୁ ବର୍ଷ ଦଶହରା କୁ ବେଶ୍ ଧୁମ୍ ଧାମରେ ପାଳନ କରି ଥାଉ ଓ ମାଆ ଦୂର୍ଗା ଙ୍କ ପୂଜା ଅର୍ଚ୍ଚନା ରୀତି ନୀତି ଅନୁସାରେ କରି ଥାଉ । ଏହି ଦଶହରା ରେ ସମସ୍ତ ଲୋକ ମାନେ ବିଭିନ୍ନ ସ୍ଥାନ କୁ ବୁଲିବାକୁ ଯିବା ସହ ବହୁ ସାରା ମଜା ମସ୍ତି କରି ଥାଆନ୍ତି । ସବୁଠୁ ବଡ କଥା ହେଲା ଭକ୍ତ ମାନେ ପୂଜା ମଣ୍ଡପ ରେ ମାଆ ଙ୍କ ଦର୍ଶନ କରି ଆନନ୍ଦ ହୋଈ ଥାଆନ୍ତି ।
ପୂଜା ହେଉଥିବା ସ୍ଥାନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ସଯାସଜି କାମ ପାଇଁ , ଖାଲି ସେତିକି ନୁହେଁ ବରଂ ଲୋକ ମାନ ଙ୍କ ପାଇଁ ବିଭିନ୍ନ ସ୍ଥାନ ରେ ମେଲୋଡ଼ି ପ୍ରୋଗ୍ରାମ ସହ କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ । ଅନେକ କାର୍ଯ୍ୟକ୍ରମ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସି ଥାଆନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଦଶହରା ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ବିଭିନ୍ନ ସ୍ଥାନ କୁ ଯାଇ ଓ ଯାହାର ଫଟୋ ସେମାନେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରି ଥାଆନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।